ମା'ଙ୍କୁ ଧରି ମେଡିସିନ୍‌ ଖୋଜୁଥିଲେ ଯୁବତୀ, ଗୁଳି ବର୍ଷା କଲା ରୁଷ ସେନା

କିଭ୍‌: ରୁଷ ୟୁକ୍ରେନ୍‌ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବର୍ବରତା। ଅସୁସ୍ଥ ମାଙ୍କ ପାଇଁ ମେଡିସିନ୍‌ ଆଣିବାକୁ ଯାଇଥିବା ଯୁବତୀଙ୍କ ଉପରେ ଗୁଳି ଗୋଳା ବର୍ଷଣ କଲା ରୁଷ ସେନା। ଯୁଦ୍ଧ ଟ୍ୟାଙ୍କ ଜରିଆରେ କଲା ଟାର୍ଗେଟ। ଅତି ନୃଶଂସ ଭାବେ ଉକ୍ତ ଯୁବତୀଙ୍କୁ କଲା ହତ୍ୟା। ସେପଟେ ଏହି ଆକ୍ରମଣରେ ଉକ୍ତ ଯୁବତୀଙ୍କ କାର୍‌ରେ ବସିଥିବା ରୋଗିଣା ମା’ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି। କିବ୍ ବାହାରେ ଥିବା ଗୋଟାଏ ଗାଁରେ ୩୧ ବର୍ଷୀୟ ୟୁକ୍ରେନୀୟ […]

Ukraine war

Ukraine war

Madhupriya Mistry
  • Published: Sunday, 13 March 2022
  • Updated: 13 March 2022, 11:15 AM IST

Sports

Latest News

କିଭ୍‌: ରୁଷ ୟୁକ୍ରେନ୍‌ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବର୍ବରତା। ଅସୁସ୍ଥ ମାଙ୍କ ପାଇଁ ମେଡିସିନ୍‌ ଆଣିବାକୁ ଯାଇଥିବା ଯୁବତୀଙ୍କ ଉପରେ ଗୁଳି ଗୋଳା ବର୍ଷଣ କଲା ରୁଷ ସେନା। ଯୁଦ୍ଧ ଟ୍ୟାଙ୍କ ଜରିଆରେ କଲା ଟାର୍ଗେଟ। ଅତି ନୃଶଂସ ଭାବେ ଉକ୍ତ ଯୁବତୀଙ୍କୁ କଲା ହତ୍ୟା। ସେପଟେ ଏହି ଆକ୍ରମଣରେ ଉକ୍ତ ଯୁବତୀଙ୍କ କାର୍‌ରେ ବସିଥିବା ରୋଗିଣା ମା' ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି।

କିବ୍ ବାହାରେ ଥିବା ଗୋଟାଏ ଗାଁରେ ୩୧ ବର୍ଷୀୟ ୟୁକ୍ରେନୀୟ ଯୁବତୀ ଭାଲେରିଆ ମାକ୍‌ସେତ୍‌ସ୍କା ଔଷଧ ଖୋଜୁଥିବା ବେଳେ ରୁଷ୍‌ର ଏକ ଟ୍ୟାଙ୍କ୍ ତାଙ୍କ ଉପରେ ଗୁଳି ବର୍ଷଣ କରିବାରୁ ସେ ଧ୍ୱଂସ ହୋଇଯାଇଥିବା କୁହାଯାଉଛି। ସେପଟେ ଗାଡ଼ିରେ ବସିଥିବା ତାଙ୍କ ମା' ଇରିନା ଏବଂ ଡ୍ରାଇଭର୍‌ ମଧ୍ୟ ଏହି ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ଭାଲେରିଆ ମାକ୍‌ସେତ୍‌ସ୍କା ଥିଲେ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ।  ମୃତ୍ୟୁ ପୂର୍ବରୁ ସେ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଏଜେନ୍‌ସି ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ରେ କାର୍ଯ୍ୟରତ ଥିଲେ। ରୁଷ୍‌ ଆକ୍ରମଣ କରିବା ପରେ ସେ ଦେଶ ଛାଡ଼ି ନ ଯାଇ ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

କିନ୍ତୁ, ମା'ଙ୍କ ଔଷଧ ଶେଷ ହୋଇଯିବାରୁ ସେ ଦେଶ ଛାଡ଼ି ଚାଲିଯିବାକୁ ସ୍ଥିର କରିଥିଲେ। ସେଥିପାଇଁ ସେମାନେ ୟୁକ୍ରେନ୍‌ର ପଶ୍ଚିମ ସୀମାନ୍ତ ଆଡ଼କୁ ଗାଡ଼ି ଚଳାଇ ଯାଉଥିଲେ। ବାଟରେ ଗାଡ଼ି ରଖି ଭାଲେରିଆ ମା'ଙ୍କ ପାଇଁ ଔଷଧ ଖୋଜିବାକୁ ଯାଇଥି‌ବା ବେଳେ ରୁଷ ସେନା ହାବୁଡ଼ରେ ପଡ଼ି ସେ ମୃତ୍ୟୁବରଣ କରିଛନ୍ତି।

‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ, ରୁଷ ସେନାବାହିନୀ ଆସୁଥିବାରୁ ବାଟ ଛାଡ଼ିବାକୁ ସେମାନେ ବ୍ରେକ୍‌ ଲଗାଇ କାର୍‌ ଅଟକାଇଥିଲେ। କିନ୍ତୁ, ରାସ୍ତା ଅତିକ୍ରମ କରୁଥିବା ରୁଷ୍‌ ସୈନିକମାନଙ୍କ ମଧ୍ୟରୁ ଜଣେ ତାଙ୍କ କାର୍‌ ଉପରକୁ ତୋପ ମାରିଥିଲେ। ଫଳରେ କାର୍‌ ସମେତ ସେଥିରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଫେବ୍ରୁଆରୀ ୨୪ରେ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ଏହାକୁ ନେଇ ସାରା ବିଶ୍ୱରେ ଖେଳିଯାଇଥିଲା ହଇଚଇ। ଏହି ଯୁଦ୍ଧ ଏବେ ସାରା ବିଶ୍ୱ ପାଇଁ ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନ୍‌ରେ ଅନେକ ସାଧାରଣ ନାଗିରକଙ୍କ ମୃତ୍ୟୁ ଘଟିଛି।  ଏହି ସମୟ ମଧ୍ୟରେ ୟୁକ୍ରେନ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ୧୨,୦୦୦ ରୁ ଅଧିକ ରୁଷ ସୈନ୍ୟ ନିହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story