ମଦିନାରୁ ମିଳିଲା ସୁନା ଓ ତମ୍ବାର ବିରାଟ ଭଣ୍ଡାର

ରିୟାଦ: ସାଉଦି ଆରବର ପବିତ୍ର ସହର ମଦିନାରୁ ମିଳିଛି ସୁନା ଓ ତମ୍ବାର ବିରାଟ ଭଣ୍ଡାର। ନିଜେ ସାଉଦି ଆରବ ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସାଉଦି ଭୂତତ୍ତ୍ୱ ସର୍ବେକ୍ଷଣ ଗୋଟିଏ ଟ୍ୱିଟର ପୋଷ୍ଟରେ କହିଛି ଯେ ମଦିନା ଅଞ୍ଚଳର ଆବା ଅଲ-ରାହା ସୀମା ମଧ୍ୟରେ ଏହି ସୁନା ପଥରଗୁଡ଼ିକୁ ଠାବ କରାଯାଇଛି। ସେହିପରି ତମ୍ବାର ଭଣ୍ଡାର ମଦିନାସ୍ଥିତ ୱାଡି ଅଲ-ଫରାର ଅନ୍ତର୍ଗତ ଅଲ-ମାଦିକର ୪ଟି ଅଞ୍ଚଳରୁ ଆବିଷ୍କୃତ କରାଯାଇଛି। ଏହି ଆବିଷ୍କାର ସହିତ ଆମେ […]

Gold

Gold

Hemant Lenka
  • Published: Friday, 23 September 2022
  • Updated: 23 September 2022, 06:02 PM IST

Sports

Latest News

ରିୟାଦ: ସାଉଦି ଆରବର ପବିତ୍ର ସହର ମଦିନାରୁ ମିଳିଛି ସୁନା ଓ ତମ୍ବାର ବିରାଟ ଭଣ୍ଡାର। ନିଜେ ସାଉଦି ଆରବ ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସାଉଦି ଭୂତତ୍ତ୍ୱ ସର୍ବେକ୍ଷଣ ଗୋଟିଏ ଟ୍ୱିଟର ପୋଷ୍ଟରେ କହିଛି ଯେ ମଦିନା ଅଞ୍ଚଳର ଆବା ଅଲ-ରାହା ସୀମା ମଧ୍ୟରେ ଏହି ସୁନା ପଥରଗୁଡ଼ିକୁ ଠାବ କରାଯାଇଛି। ସେହିପରି ତମ୍ବାର ଭଣ୍ଡାର ମଦିନାସ୍ଥିତ ୱାଡି ଅଲ-ଫରାର ଅନ୍ତର୍ଗତ ଅଲ-ମାଦିକର ୪ଟି ଅଞ୍ଚଳରୁ ଆବିଷ୍କୃତ କରାଯାଇଛି। ଏହି ଆବିଷ୍କାର ସହିତ ଆମେ ପୂରା ବିଶ୍ୱକୁ ପୁଞ୍ଜିନିବେଶ କରିବାର ସୁଯୋଗ ଦେଉଛୁ ବୋଲି ଏଥିରେ କୁହାଯାଇଛି।

ଅଲ ଆରବିୟାର ରିପୋର୍ଟ ଅନୁଯାୟୀ, ନୂଆ ଆବିଷ୍କାର ବର୍ତ୍ତମାନ ସ୍ଥାନୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କୁ ଆକର୍ଷିତ କରିବ। ଏହା ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ। ଅଧିକାରୀମାନେ ଆଶା କରିଛନ୍ତି ଯେ ନୂଆ କରି ଆବିଷ୍କୃତ ହୋଇଥିବା ଅଞ୍ଚଳରେ ପ୍ରାୟ ୫୩୩ ନିୟୁତ ଡଲାରର ପୁଞ୍ଜି ବିନିଯୋଗ ହେବ ଓ ଏହାଦ୍ୱାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିଶେଷଜ୍ଞଙ୍କ ମତରେ ଏହି ସୁନା ଓ ତମ୍ବା ଭଣ୍ଡାର ଠାବ ହେବା ଦ୍ୱାରା ସାଉଦିରେ ଖଣି ଖନନ ପାଇଁ ଏକ ଗୁଣାତ୍ମକ ସୁଯୋଗ ସୃଷ୍ଟି ହୋଇଛି। ବଡ଼ବଡ଼ କମ୍ପାନୀ ଓ ବ୍ୟବସାୟୀମାନେ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ ଆଗ୍ରହ ଦେଖାଇବେ। ସାଉଦି ଆରବରେ ୫,୩୦୦ରୁ ଅଧିକ ସ୍ଥାନରେ ଖଣିଜ ଦ୍ରବ୍ୟ ଗଚ୍ଛିତ ହୋଇ ରହିଛି। ବିଭିନ୍ନ ଧାତବ, ଅଣ-ଧାତବ ପଥର, ମୂଲ୍ୟବାନ ପଥର ଭଳି ଖଣିଜ ଦ୍ରବ୍ୟ  ଏଠାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story