ତାଲିବାନର ନୂଆ ମନ୍ତ୍ରିମଣ୍ତଳ: କିଏ ଅର୍ଥମନ୍ତ୍ରୀ ଓ ଗୁଇନ୍ଦା ବିଭାଗ ମୁଖ୍ୟ ହେଲେ ଜାଣନ୍ତୁ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ବିଧିବଦ୍ଧ ଭାବେ ସରକାର ଗଠନ କରିବା ପୂର୍ବରୁ ତାଲିବାନ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନେତା ନିଯୁକ୍ତ କରିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ତାଲିବାନ ପକ୍ଷରୁ ଆଫଗାନରେ ନୂଆ ଅର୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗର ମୁଖ୍ୟ ପଦବୀ ଯାଏ ବିଭିନ୍ନ ନେତାଙ୍କ ନାଁ ଘୋଷଣା କରାଯାଇଛି। ତାଲିବାନ ଆଫଗାନିସ୍ତାନର ନୂଆ ଅର୍ଥମନ୍ତ୍ରୀ ଭାବେ ଗୁଲ୍‌ ଆଘାଙ୍କୁ ନିଯୁକ୍ତି […]

Taliban

Taliban

Hemant Lenka
  • Published: Wednesday, 25 August 2021
  • Updated: 26 August 2021, 12:48 PM IST

Sports

Latest News

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ବିଧିବଦ୍ଧ ଭାବେ ସରକାର ଗଠନ କରିବା ପୂର୍ବରୁ ତାଲିବାନ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନେତା ନିଯୁକ୍ତ କରିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ତାଲିବାନ ପକ୍ଷରୁ ଆଫଗାନରେ ନୂଆ ଅର୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୁଇନ୍ଦା ବିଭାଗର ମୁଖ୍ୟ ପଦବୀ ଯାଏ ବିଭିନ୍ନ ନେତାଙ୍କ ନାଁ ଘୋଷଣା କରାଯାଇଛି।

ତାଲିବାନ ଆଫଗାନିସ୍ତାନର ନୂଆ ଅର୍ଥମନ୍ତ୍ରୀ ଭାବେ ଗୁଲ୍‌ ଆଘାଙ୍କୁ ନିଯୁକ୍ତି ଦେଇଛି। ସେହିପରି ସଦର ଇବ୍ରାହିମ ଆଫଗାନର କାମଚଳା ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଶିକ୍ଷା ବିଭାଗର କାମଚଳା ମୁଖ୍ୟ ଭାବେ ସାଖୁଲ୍ଲା, ଉଚ୍ଚ ଶିକ୍ଷା ବିଭାଗର କାମଚଳା ମୁଖ୍ୟ ଭାବେ ଅବଦୁଲ ବାକି, କାବୁଲ ଗଭର୍ଣ୍ଣର ଭାବେ ମୁଲ୍ଲା ଶିରିନ, କାବୁଲ ମେୟର ହମଦୁଲ୍ଲା ନୋରମାନି ଓ ନଜିବୁଲ୍ଲାଙ୍କୁ ଗୁଇନ୍ଦା ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ଏହାବାଦ୍‌ ତାଲିବାନ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର କାମ ଚଳା ମୁଖ୍ୟ ପଦରେ ମଧ୍ୟ ଜଣଙ୍କୁ ନିଯୁକ୍ତି ଦେଇଛି। ତାଲିବାନ ଅର୍ଥନୀତିକ କମିଶନରର ପୂର୍ବତନ ମୁଖ୍ୟ ହାଜି ମହମ୍ମଦ ଇଦ୍ରିସ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ସଂଗଠନ ଏମାନଙ୍କୁ ନେଇ ଆଫଗାନିସ୍ତାନରେ ଶାସନ ବ୍ୟବସ୍ଥା ପରିଚାଳନା କରିବ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସରକାର ଗଠନ ପ୍ରକ୍ରିୟା ଆଗକୁ ନେବା ପାଇଁ ତାଲିବାନ ୧୨ ଜଣିଆ ପରିଷଦ ଗଠନ କରିଛି। ଏହି ପରିଷଦ ହିଁ ଆଫଗାନିସ୍ତାନର ବିଭିନ୍ନ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ପରିଷଦରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲା ଓ ତାଲିବାନ୍‌ର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ରହିଛନ୍ତି। ବରାଦର ଆଫଗାନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ପରେ ତାଲିବାନ ଆଫଗାନରେ ବିଧିବଦ୍ଧ ସରକାର ଗଠନ କରିପାରେ। ଆମେରିକା ଓ ବିଭିନ୍ନ ଦେଶରେ ସେନା ବର୍ତ୍ତମାନ କାବୁଲ ଏୟାରପୋର୍ଟରେ ରହିଛନ୍ତି। ସେମାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଦେଶ ଛାଡ଼ିବାକୁ ତାଲିବାନ ଚେନାବନୀ ଦେଇଛି। ତେଣୁ ସେମାନେ ଦେଶ ଛାଡ଼ିବା ପରେ ତାଲିବାନ ଏଠାରେ ସରକାର ଗଠନ କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story