କାବୁଲ ହସ୍ପିଟାଲ ହମଲାରେ ହକ୍କାନୀ ନେଟୱର୍କର ବରିଷ୍ଠ କମାଣ୍ଡର ମୃତ

କାବୁଲ: ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଛନ୍ତି ହକ୍କାନୀ ନେଟୱର୍କର ଜଣେ ବରିଷ୍ଠ କମାଣ୍ଡର। ବୁଧବାର ଆତଙ୍କବାଦୀମାନେ ଆଫଗାନିସ୍ତାନର କାବୁଲରେ ଥିବା ମିଲିଟାରୀ ହସ୍ପିଟାଲରେ ହମଲା କରିଥିଲେ। ହମଲା ସମୟରେ ତାଲିବାନୀ ସରକାରରେ ମିଲିଟାରୀ କମାଣ୍ଡର ସାଜିଥିବା ହକ୍କାନୀ ନେଟୱର୍କର ଜଣେ ବରିଷ୍ଠ ସଦସ୍ୟ ପ୍ରଥମେ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିବା ପରେ ହସ୍ପିଟାଲରେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ହସ୍ପିଟାଲର ସାମ୍ନା ପଟ ଗେଟ୍‌ରେ ମଧ୍ୟ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା। […]

kabul

kabul

Hemant Lenka
  • Published: Wednesday, 03 November 2021
  • Updated: 03 November 2021, 04:02 PM IST

Sports

Latest News

କାବୁଲ: ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଛନ୍ତି ହକ୍କାନୀ ନେଟୱର୍କର ଜଣେ ବରିଷ୍ଠ କମାଣ୍ଡର। ବୁଧବାର ଆତଙ୍କବାଦୀମାନେ ଆଫଗାନିସ୍ତାନର କାବୁଲରେ ଥିବା ମିଲିଟାରୀ ହସ୍ପିଟାଲରେ ହମଲା କରିଥିଲେ। ହମଲା ସମୟରେ ତାଲିବାନୀ ସରକାରରେ ମିଲିଟାରୀ କମାଣ୍ଡର ସାଜିଥିବା ହକ୍କାନୀ ନେଟୱର୍କର ଜଣେ ବରିଷ୍ଠ ସଦସ୍ୟ ପ୍ରଥମେ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିବା ପରେ ହସ୍ପିଟାଲରେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ହସ୍ପିଟାଲର ସାମ୍ନା ପଟ ଗେଟ୍‌ରେ ମଧ୍ୟ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା। ଆତଙ୍କୀଙ୍କ ଏପରି ଆକ୍ରମଣରେ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ତାଲିବାନ ଆଫଗାନକୁ ଦଖଲ କରିବା ପରେ କୌଣସି ଆକ୍ରମଣରେ କେହି ବରିଷ୍ଠ କମାଣ୍ଡର ପ୍ରାଣ ହରାଇବା ପ୍ରଥମ ଘଟଣା। ପ୍ରାଣ ହରାଇଥିବା କମାଣ୍ଡର ଜଣଙ୍କ ହେଲେ ହମଦୁଲ୍ଲା ମୋଖଲିସ। ସେ ବଦ୍ରୀ କର୍ପସ ସ୍ପେଶାଲ ଫୋର୍ସରେ ଅଫିସର ଭାବେ କାମ କରୁଥିଲେ। ତାଲିବାନର ମିଡିଆ ଅଧିକାରୀ କହିଛନ୍ତି, “ଯେତେବେଳେ ସର୍ଦ୍ଦାର ଦାଉଦ ଖାନ ହସ୍ପିଟାଲରେ ହମଲା ହେଉଥିବା ସୂଚନା ମିଳିଲା ମୌଲବୀ ହମଦୁଲ୍ଲା ସେଠାକୁ ବାହାରି ଯାଇଥିଲେ। ଆମେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହସରେ ଏହାକୁ ଉଡ଼ାଇ ଦେଇଥିଲେ। ଏହାର କିଛି ସମୟ ପରେ ସେ ଆତଙ୍କୀଙ୍କ ସହ ହସ୍ପିଟାଲରେ ଲଢ଼େଇ କରି ସହିଦ ହୋଇଥିବା ଖବର ପାଇଥିଲୁ।”

ବୁଧବାର ଆଇସଏ ଖୋରାସନ ପକ୍ଷରୁ ହସ୍ପିଟାଲକୁ ଟାର୍ଗେଟ କରି ପ୍ରଥମେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ହସ୍ପିଟାଲର ସୁରକ୍ଷା ପାଇଁ ତାଲିବାନ ପକ୍ଷରୁ ନିୟୋଜିତ କମାଣ୍ଡରମାନେ ଆତଙ୍କୀଙ୍କୁ ମୁକାବିଲା କରିଥିଲେ। ଦୀର୍ଘ ସମୟ ଧରି ହସ୍ପିଟାଲ ଭିତରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ଭୟରେ ନିଜକୁ ଉପର ମହଲାରେ ଲକ୍‌ କରି ଦେଇଥିଲେ। ତଥାପି ଏହି ଘଟଣାରେ ୧୯ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story