ଆତଙ୍କୀଙ୍କୁ ବାହା ହେବାକୁ ବାଧ୍ୟ କରୁଛି ତାଲିବାନ, ଭୟରେ ମହିଳା

କାବୁଲ: ଆଫଗାନିସ୍ତାନରେ ତାଲିବାନର ବର୍ବରତା ସୀମା ଟପିବାରେ ଲାଗିଲାଣି। ସଂଗଠନ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରିବା ସହ ଏବେ ନିଜର ଯୌନ ଭୋକ ମେଣ୍ଟାଇବାକୁ ଉଦ୍ୟମ ଆରମ୍ଭ କରିଛି। ଦେଶର ୬୫%ରୁ ଅଧିକ ଅଞ୍ଚଳ ଦଖଲ କରିସାରିଥିବା ତାଲିବାନ ବର୍ତ୍ତମାନ ମହିଳାମାନଙ୍କୁ ଟାର୍ଗେଟ କରୁଛି। ଯେଉଁ ସବୁ ଅଞ୍ଚଳ ତାଲିବାନର ସଦସ୍ୟମାନେ ଦଖଲ କରୁଛନ୍ତି, ସେଠାରେ ସେମାନେ ମହିଳାମାନଙ୍କୁ ନିଜର ଯୌନଦାସୀ କରିବାକୁ ଉଦ୍ୟମ କରୁଛନ୍ତି। ସଂଗଠନର ବରିଷ୍ଠ କମାଣ୍ଡରମାନେ ମହିଳାଙ୍କୁ ଜୋରଜରବଦସ୍ତ ଅନ୍ୟ […]

Taliban1

Taliban1

Hemant Lenka
  • Published: Friday, 13 August 2021
  • Updated: 13 August 2021, 03:40 PM IST

Sports

Latest News

କାବୁଲ: ଆଫଗାନିସ୍ତାନରେ ତାଲିବାନର ବର୍ବରତା ସୀମା ଟପିବାରେ ଲାଗିଲାଣି। ସଂଗଠନ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରିବା ସହ ଏବେ ନିଜର ଯୌନ ଭୋକ ମେଣ୍ଟାଇବାକୁ ଉଦ୍ୟମ ଆରମ୍ଭ କରିଛି। ଦେଶର ୬୫%ରୁ ଅଧିକ ଅଞ୍ଚଳ ଦଖଲ କରିସାରିଥିବା ତାଲିବାନ ବର୍ତ୍ତମାନ ମହିଳାମାନଙ୍କୁ ଟାର୍ଗେଟ କରୁଛି।

ଯେଉଁ ସବୁ ଅଞ୍ଚଳ ତାଲିବାନର ସଦସ୍ୟମାନେ ଦଖଲ କରୁଛନ୍ତି, ସେଠାରେ ସେମାନେ ମହିଳାମାନଙ୍କୁ ନିଜର ଯୌନଦାସୀ କରିବାକୁ ଉଦ୍ୟମ କରୁଛନ୍ତି। ସଂଗଠନର ବରିଷ୍ଠ କମାଣ୍ଡରମାନେ ମହିଳାଙ୍କୁ ଜୋରଜରବଦସ୍ତ ଅନ୍ୟ ଆତଙ୍କୀମାନଙ୍କ ସହ ବିବାହ କରାଇବାକୁ ଉଦ୍ୟମ କରୁଛନ୍ତି। ଏହି କାରଣରୁ ମହିଳାମାନେ ଏବେ ଭୟଭୀତ ହୋଇପଡ଼ିଛନ୍ତି। ସେମାନଙ୍କ ପରିବାର ସଦସ୍ୟମାନେ ଏହାକୁ ବିରୋଧରେ କଲେ ତାଲିବାନ ପକ୍ଷରୁ ସେମାନଙ୍କୁ ମୃତ୍ୟୁଦଣ୍ଡ ବି ମିଳୁଛି।

ମିଳିଥିବା ସୂଚନା ଅନୁସାରେ, ତାଲିବାନର ସଦସ୍ୟମାନେ ଆଫଗାନିସ୍ତାନ ସୁରକ୍ଷାରକର୍ମୀଙ୍କୁ ଆକ୍ରମଣ କରି ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଦଖଲ କରୁଛନ୍ତି। ଏହାପରେ ଘର ଘର ବୁଲି ୧୪ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଚିହ୍ନଟ କରୁଛନ୍ତି। କିଛି ବୟସ୍କା ମହିଳାମାନଙ୍କୁ ସେମାନେ ଯୌନଦାସୀ ଭାବେ ବ୍ୟବହାର କରୁଥିବା ବେଳେ ଯୁବତୀମାନଙ୍କୁ ଆତଙ୍କୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ଯଦି କେହି ଏହାର ପ୍ରତିବାଦ କରୁଛି, ସେମାନଙ୍କୁ ଅକଥନୀୟ ନିର୍ଯାତନା ସାଙ୍ଗୁ ଗୁଳି କରି ଦିଆଉଛି।

ଖାଲି ସେତିକି ନୁହେଁ, ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ମଧ୍ୟ କୌଣସି ପ୍ରକାରରେ କ୍ଷମା ଦେଉନାହିଁ ତାଲିବାନ ସଂଗଠନ। ଆକ୍ରମଣର ସମ୍ମୁଖୀନ ହୋଇ ନପାରି ଏକାଧିକ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ତାଲିବାନ ସଦସ୍ୟଙ୍କ ଆଗରେ ଆତ୍ମସମର୍ପଣ କରୁଛନ୍ତି। ହେଲେ ଆତଙ୍କୀମାନେ ସେମାନଙ୍କୁ କ୍ଷମା କରିବା ପରିବର୍ତ୍ତେ ମୁଣ୍ଡ କାଟି କିମ୍ବା ଗୁଳି କରି ହତ୍ୟା କରୁଛନ୍ତି। ଦଖଲ କରିବା ପରେ ସେମାନେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

ନିକଟରେ ସଂଗଠନ ଦଖଲ କରିଥିବା କାନ୍ଦାହାର, ହେରାଟ ଓ ଲଶ୍କର ଗାକୁ ଦଖଲ କରିଥିଲେ। ଏହି ସବୁ ସ୍ଥାନରେ ତାଲିବାନ ସଦସ୍ୟମାନେ ଏପରି କାଣ୍ଡ ଘଟାଇଥିବା ଗୋଟିଏ ମାନବାଧିକାର ସଂସ୍ଥା ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲକୁ କହିଛି। ଏହି ସଂସ୍ଥା କହିଛି ଯେ ତାଲିବାନ ବଳପୂର୍ବକୁ ବିଭିନ୍ନ ଅଞ୍ଚଳକୁ କବଜା କରିବା ସହ ସରକାରୀ ଅଧିକାରୀ, ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ କୌଣସି ପ୍ରକାରର କ୍ଷତି କରିବ ନାହିଁ ବୋଲି ଘୋଷଣା କରୁଛି।

ଏହାକୁ ବିଶ୍ୱାସ କରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସୁରକ୍ଷାକର୍ମୀମାନେ ଆତ୍ମସମର୍ପଣ କରୁଛନ୍ତି। ହେଲେ ତାଲିବାନ ଗୋଟିଏ କଥା ଘୋଷଣା କରିଥିବା ବେଳେ ଠିକ୍‌ ତା’ର ବିପରୀତ କାମ କରୁଛି। ସେମାନେ ଅଞ୍ଚଳକୁ ଦଖଲ କରି ସାରିବା ପରେ ନିଜ ଇଚ୍ଛାରେ ହୁକୁମାତି କରିବାରେ ଲାଗିଛନ୍ତି।

ଗୁରୁବାର କାବୁଲରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ତାଲିବାନର ଏପରି କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା। ତାଲିବାନ ଆତ୍ମସମର୍ପଣ କରିଥିବା ଶତାଧିକ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବାରୁ ଦୂତାବାସ ଏହାକୁ ସମାଲୋଚନା କରିଥିଲା। ଏହା ୱାର କ୍ରାଇମ ବୋଲି ମତ ଦେଇଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ୧୨ଟି ପ୍ରଦେଶର ରାଜଧାନୀ ତାଲିବାନ କବଜାରେ ରହିଛି। ଏହାବାଦ ଦେଶର ଦ୍ୱିତୀୟ ଓ ତୃତୀୟ ବୃହତ୍ତମ ସହର କାନ୍ଦାହାର ଓ ହେରାଟରେ ମଧ୍ୟ ସଂଗଠନ ନିଜର ଦବଦବା ଦେଖାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story