ମଶାଣିରୁ ଉଠି ପୁଣି ମଶାଣିକୁ ଫେରିଗଲା ୩ ବର୍ଷର ଝିଅ

ୱାଶିଂଟନ୍‌: ମଶାଣିରୁ ଉଠିଲା ୩ ବର୍ଷର ଝିଅ। ମୃତ୍ୟୁ ୧୨ ଘଣ୍ଟା ପରେ ହେଲା ଜୀବିତ। ଅନ୍ତିମ ସଂସ୍କାର ବେଳେ ହଠାତ୍‌ ଉଠି ବସିଲା କୁନି ଝିଅ। କଫିନ୍‌ ଭିତରୁ ଝିଅର ଶୁଭିଲା କାନ୍ଦ। ଏଭଳି କିଛି ଚକିତ କଲା ଭଳି ଘଟଣା ଘଟିଛି ମେକ୍ସିକୋ ସିଟିରେ। ୩ ବର୍ଷର କୁନି ଝିଅ କେମିଲିଆ ରୋକ୍ସାନା। ତା’ ପେଟରେ ଇନ୍‌ଫେକ୍ସନ ହୋଇଯାଇଥିଲା। ସେ ବାରମ୍ବାର ବାନ୍ତି କରୁଥିଲା। ପେଟର ଯନ୍ତ୍ରଣା ସାଙ୍ଗକୁ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲା। […]

Funeral

Funeral

Madhupriya Mistry
  • Published: Thursday, 25 August 2022
  • Updated: 25 August 2022, 04:28 PM IST

Sports

Latest News

ୱାଶିଂଟନ୍‌: ମଶାଣିରୁ ଉଠିଲା ୩ ବର୍ଷର ଝିଅ। ମୃତ୍ୟୁ ୧୨ ଘଣ୍ଟା ପରେ ହେଲା ଜୀବିତ। ଅନ୍ତିମ ସଂସ୍କାର ବେଳେ ହଠାତ୍‌ ଉଠି ବସିଲା କୁନି ଝିଅ। କଫିନ୍‌ ଭିତରୁ ଝିଅର ଶୁଭିଲା କାନ୍ଦ। ଏଭଳି କିଛି ଚକିତ କଲା ଭଳି ଘଟଣା ଘଟିଛି ମେକ୍ସିକୋ ସିଟିରେ।

୩ ବର୍ଷର କୁନି ଝିଅ କେମିଲିଆ ରୋକ୍ସାନା। ତା' ପେଟରେ ଇନ୍‌ଫେକ୍ସନ ହୋଇଯାଇଥିଲା। ସେ ବାରମ୍ବାର ବାନ୍ତି କରୁଥିଲା। ପେଟର ଯନ୍ତ୍ରଣା ସାଙ୍ଗକୁ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲା। ଏହା ଦେଖି କେମିଲିଆଙ୍କ ମା ମେରୀ ଜେନ୍‌ ତାକୁ ଏକ ଚାଇଲ୍ଡ ସ୍ପେଶାଲିଷ୍ଟ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଛୁଆର ସ୍ଥିତିକୁ ଦେଖି ଡାକ୍ତର ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ୩ ବର୍ଷର ଝିଅର ଡିହାଇଡ୍ରେସନ ଓ ଜ୍ୱର ଚିକିତ୍ସା କରାଯାଇଥିଲା। ଏହାପରେ ପିଲାଟିକୁ ଘରକୁ ନେଇଯିବା ପାଇଁ ଡାକ୍ତର କହିଥିଲେ।

Girl, 3, declared 'dead,' wakes up at her funeral — then dies again

ଘରକୁ ଆଣିବା ପରେ କୁନି ଝିଅର ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିବାକୁ ଲାଗିଥିଲା। ଏହାପରେ ପରିବାର ଲୋକେ ତାକୁ ପୁଣି ହସ୍ପିଟାଲ ନେଇଥିଲେ। ତେବେ ଚିକିତ୍ସାର କିଛି ଘଣ୍ଟା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଝିଅର ମା' କହିବା ମୁତାବକ, 'ତାକୁ ସେ ଆଇଭି ଡ୍ରିପ୍‌ ପାଇଁ ଆଣିଥିଲେ କିନ୍ତୁ ଅକ୍ସିଜେନ୍‌ ମିଳିବାରେ ବିଳମ୍ବ ହୋଇଥିଲା। ଏହାପରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ।'

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ,  ମୃତ ଘୋଷଣା ହେବାର ୧୨ଘଣ୍ଟା ପରେ, ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା। ଏତିକି ବେଳେ ଝିଅର ମା ’କଫିନ୍‌ରେ ଥିବା କାଚ ଉପରେ ବାଷ୍ପ ଜମା ହୋଇଥିବା ଦେଖିଥିଲେ। ସେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଏହି ସୂଚନା ଦେଇଥିଲେ, କିନ୍ତୁ କେହି ଏହାକୁ ବିଶ୍ୱାସ କରିନଥିଲେ। ଲୋକମାନେ ତାଙ୍କୁ କଫିନ୍ ଖୋଲିବାକୁ ମଧ୍ୟ ଅଟକାଇଥିଲେ।

ଏହାପରେ ଜେଜେ ମା' ନାତୁଣୀ କେମିଲିଆର ଆଖି ଡୋଳା ଗତି କରୁଥିବା ଦେଖିଥିଲେ। ଶେଷରେ ଝିଅଟିର କଫିନ ଭିତରୁ କାନ୍ଦ ଶବ୍ଦ ଶୁଣିବାକୁ ମିଳିଥିଲା ଆଉ ସେ କଫିନ ଭିତରୁ ଉଠି ବସିଥିଲା। ଝିଅ ଜୀବିତ ହୋଇଯାଇଥିବା ଦେଖି ପରିବାର ଲୋକେ ତାକୁ ନେଇ ତୁରନ୍ତ ହସ୍ପିଟାଲକୁ ଦୌଡ଼ିଥିଲେ। ଯାଞ୍ଚ କରିବା ବେଳେ ଝିଅଟିର ପୁଣି ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅଗଷ୍ଟ ୧୭ରେ ଏହି ଘଟଣା ଘଟିଥିଲା।

ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ମା' ମେରୀ ଘରୋଇ ହସ୍ପିଟାଲ ବିରୋଧରେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତରଙ୍କ ବିରୋଧରେ ସେ ମାମଲା ରୁଜୁ କରିଛନ୍ତି। ଜେନେରାଲ ଷ୍ଟେଟ ଆଟର୍ଣ୍ଣି ଜୋସେ ଲୁଇସ ରୁଇଜଙ୍କ ଅନୁଯାୟୀ ଏହି ଘଟଣାର ତଦନ୍ତ ଚାଲିଛି। ଝିଅର ମୃତଦେହକୁ ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story