ବିଶ୍ୱବିଦ୍ୟାଳୟରେ ଆଡମିଶନ କଲେ ସେକ୍ସ କରିବାକୁ ସୁଯୋଗ !

ବେଜିଂ: ବିଶ୍ୱବିଦ୍ୟାଳୟରେ ଆଡମିଶନ କରାଇଲେ ସେକ୍ସ କରିବାକୁ ସୁଯୋଗ ଦିଆଯିବ। ବାହାର ଦେଶର ଛାତ୍ରଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଆଡମିଶନର ଅଫର ଦେଇଛି ଚାଇନାର ଏକ ବିଶ୍ୱବିଦ୍ୟାଳୟ। ପ୍ରଥମେ ସମ୍ପର୍କ ସ୍ଥାପନ କରିବା ପରେ ଋଣ ଦେଇ ପଡ଼ୋଶୀ ଦେଶକୁ ଦେବାଳିଆ କରୁଥିବା ଚାଇନା ନିଜ ଉଦ୍ଦେଶ୍ୟ ପାଇଁ ବିଶ୍ୱରେ ସମାଲୋଚିତ। ଏବେ ସେହି ଚାଇନାର ଏକ ବିଶ୍ୱବିଦ୍ୟାଳୟ ଆଡମିଶନ ପାଇଁ ଶାରୀରିକ ସମ୍ପର୍କର ଲୋଭ ଦେଖାଇଛି।  ଚାଇନାର ଏହି ଅନ୍ୟତମ ଶୀର୍ଷ ବିଶ୍ୱବିଦ୍ୟାଳୟ ହେଉଛି […]

CHINA-UNIVERSITY

CHINA-UNIVERSITY

Subhransu Sekhar
  • Published: Thursday, 10 June 2021
  • Updated: 10 June 2021, 01:40 PM IST

ବେଜିଂ: ବିଶ୍ୱବିଦ୍ୟାଳୟରେ ଆଡମିଶନ କରାଇଲେ ସେକ୍ସ କରିବାକୁ ସୁଯୋଗ ଦିଆଯିବ। ବାହାର ଦେଶର ଛାତ୍ରଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଆଡମିଶନର ଅଫର ଦେଇଛି ଚାଇନାର ଏକ ବିଶ୍ୱବିଦ୍ୟାଳୟ। ପ୍ରଥମେ ସମ୍ପର୍କ ସ୍ଥାପନ କରିବା ପରେ ଋଣ ଦେଇ ପଡ଼ୋଶୀ ଦେଶକୁ ଦେବାଳିଆ କରୁଥିବା ଚାଇନା ନିଜ ଉଦ୍ଦେଶ୍ୟ ପାଇଁ ବିଶ୍ୱରେ ସମାଲୋଚିତ। ଏବେ ସେହି ଚାଇନାର ଏକ ବିଶ୍ୱବିଦ୍ୟାଳୟ ଆଡମିଶନ ପାଇଁ ଶାରୀରିକ ସମ୍ପର୍କର ଲୋଭ ଦେଖାଇଛି।  ଚାଇନାର ଏହି ଅନ୍ୟତମ ଶୀର୍ଷ ବିଶ୍ୱବିଦ୍ୟାଳୟ ହେଉଛି ନାନାଜିଙ୍ଗ ୟୁନିଭର୍ସିଟି (ଏନଜେୟୁ)।

ଏହି ବିଶ୍ୱବିଦ୍ୟାଳୟ ତାର ଅଫିସିଆଲ ଓ୍ୱେବସାଇଟରେ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ଜଣେ ସେହି ବିଶ୍ୱବିଦ୍ୟାଳୟର ଛାତ୍ରୀ ସାଇନ ବୋର୍ଡ ଧରି ଛିଡା ହୋଇଛି। ଏହି ସାଇନ ବୋର୍ଡରେ ଉଲ୍ଲେଖ ରହିଛି ଆଡମିଶନ କଲେ ସେକ୍ସ କରିବାକୁ ସୁଯୋଗ ଦିଆଯିବ। ଏହାକୁ ନେଇ ସୋଶାଲ ମିଡିଆରେ ବେଜିଂକୁ ମନ ଇଚ୍ଛା ସମାଲୋଚନା କରାଯାଇଛି। ମହିଳାଙ୍କୁ ଏକ ଅବଜେକଟିଭ ଭାବରେ ଏହି ବିଶ୍ୱବିଦ୍ୟାଳୟ ବ୍ୟବହାର କରୁଛି ବୋଲି ସୋଶାଲ ମିଡିଆ ୟୁଜର ମତ ରଖିଛନ୍ତି।

ଚାଇନାର ଜାତୀୟ କଲେଜ ପ୍ରବେଶିକା ପରୀକ୍ଷା ଅବସରରେ ଏହି କୁତ୍ସିତ ବିଜ୍ଞାପନ ସାମ୍ନାକୁ ଆସିଛି। ଏହି ବିଜ୍ଞାପନ ଏକ ଆପରେ ପ୍ରଦର୍ଶିତ ହୋଇଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ ଏହି ଆପର ବିଜ୍ଞାପନରେ କଲେଜ କ୍ୟାମ୍ପସର ଆଗରେ ଛଅ ଜଣ ପୁଅ ଏବଂ ଝିଅ ସାଇନ୍ ବୋର୍ଡ ଧରି ଛିଡ଼ା ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଛାତ୍ରୀ ଧରିଥିବା ବିଜ୍ଞାପନ ବିବାଦୀୟ ପରିସ୍ଥିତିକୁ ପ୍ରୋତ୍ସାହିତ କରିଛି। ଜଣେ ଛାତ୍ରୀ ସାଇନ ବୋର୍ଡ ଧରି ଛିଡା ହୋଇଛନ୍ତି ସେଥିରେ ଉଲ୍ଲେଖ ରହିଛି ଆପଣ ମୋ ସହିତ ସକାଳରୁ ସଂଧ୍ୟା ଲାଇବ୍ରେରୀରେ କଟାଇବାକୁ ଇଚ୍ଛୁକ କି? ସେହିପରି ଆଉ ଜଣେ ଛାତ୍ରୀ ଧରିଥିବା ସାଇନ ବୋର୍ଡରେ ଉଲ୍ଲେଖ ରହିଛି ଆପଣ ମୋ ଯୌବନର ପାର୍ଟନର ହେବେ କି? ତେବେ ପୁଅମାନେ ଯେଉଁ ସାଇନ ବୋର୍ଡ ଧରିଛନ୍ତି ସେଥିରେ କୌଣସି ବିବାଦୟୀ କଥା ଲେଖା ନାହିଁ ବରଂ ପାଠ ପଢ଼ିବାକୁ ନେଇ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story