Advertisment

ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ

କିଭ୍‌: ପୁଣି ଆଉ ଏକ ଭୟଙ୍କର ଦୁର୍ଘଟଣା। ଏକ ବିଲ୍ଡିଂରେ ପିଟି ହେଲା ହେଲିକପ୍ଟର। ଏଥିରେ ମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ରେ ଏହି ଦୁର୍ଘଟଣା ଘଟିଛି। ୧୬ଜଣ ମୃତକଙ୍କ ମଧ୍ୟରେ ୟୁକ୍ରେନ୍‌ର ଗୃହମନ୍ତ୍ରୀ ଥିବା ସୂଚନା ମିଳିଛି। 🇺🇦🚁🔥A kindergarten destroyed as a result of a helicopter crash pic.twitter.com/WZx2Bk5ArN — AZ 🛰🌏🌍🌎 (@AZgeopolitics) January 18, 2023 ରାଷ୍ଟ୍ରୀୟ ପୁଲିସ ପ୍ରବକ୍ତାଙ୍କ ସୂଚନା ମୁତାବକ, ୟୁକ୍ରେନର […]

ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ

helicopter-crash

Advertisment

କିଭ୍‌: ପୁଣି ଆଉ ଏକ ଭୟଙ୍କର ଦୁର୍ଘଟଣା। ଏକ ବିଲ୍ଡିଂରେ ପିଟି ହେଲା ହେଲିକପ୍ଟର। ଏଥିରେ ମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍‌ରେ ଏହି ଦୁର୍ଘଟଣା ଘଟିଛି। ୧୬ଜଣ ମୃତକଙ୍କ ମଧ୍ୟରେ ୟୁକ୍ରେନ୍‌ର ଗୃହମନ୍ତ୍ରୀ ଥିବା ସୂଚନା ମିଳିଛି।

Advertisment

https://twitter.com/AZgeopolitics/status/1615620708226461696?s=20&t=MOYgnyJbGVcEyixibrIfHA

ରାଷ୍ଟ୍ରୀୟ ପୁଲିସ ପ୍ରବକ୍ତାଙ୍କ ସୂଚନା ମୁତାବକ, ୟୁକ୍ରେନର କିଣ୍ଡରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ସମେତ ସରକାରଙ୍କ ଅନେକ ଶୀର୍ଷ ଅଧିକାରୀ ସାମିଲ ଅଛନ୍ତି। ମୃତ ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ବୋଲି ପରିଚୟ ମିଳିଛି। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିରେ ହେଲିକପ୍ଟରରେ ଥିବା ବ୍ୟକ୍ତିଙ୍କ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଛି।

Advertisment

କିଭ୍ ଠାରୁ ୨୦ କିଲୋମିଟର ଦୂର ଉତ୍ତର ପୂର୍ବରେ ବ୍ରେବେରୀ ସହର ଅବସ୍ଥିତ। ମସ୍କୋ ଆକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଷ ଓ ୟୁକ୍ରେନ୍ ସେନା ବ୍ରେଭେରୀ ସହରକୁ ନିୟନ୍ତ୍ରଣ କରିବା ପାଇଁ ଲଢ଼େଇ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe