ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ

ସିଙ୍ଗାପୁର: ପୁଣିଥରେ ମହାମାରୀ କରୋନା ସିଙ୍ଗାପୁରରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ନୂଆ ସଂକ୍ରମିତଙ୍କ ମଧ୍ୟରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଗତ ୪ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଥିବା ଲୋକଙ୍କ ବିଷୟରେ ଆକଳନ କଲେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସିଙ୍ଗାପୁରରେ ଟିକାରକଣ ଜୋରଦାର କରାଯାଇଛି। ତଥାପି ଟିକା ନେଇଥିବା ଲୋକଙ୍କ ଶରୀରରେ ଭାଇରସ ଠାବ ହେଉଛି। ସିଙ୍ଗାପୁରରେ ବର୍ତ୍ତମାନ ସୁଦ୍ଧା ୭୫% ଲୋକଙ୍କୁ ଟିକିଆ […]

corona

corona

Hemant Lenka
  • Published: Friday, 23 July 2021
  • Updated: 23 July 2021, 05:28 PM IST

Sports

Latest News

ସିଙ୍ଗାପୁର: ପୁଣିଥରେ ମହାମାରୀ କରୋନା ସିଙ୍ଗାପୁରରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ନୂଆ ସଂକ୍ରମିତଙ୍କ ମଧ୍ୟରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଗତ ୪ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଥିବା ଲୋକଙ୍କ ବିଷୟରେ ଆକଳନ କଲେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସିଙ୍ଗାପୁରରେ ଟିକାରକଣ ଜୋରଦାର କରାଯାଇଛି। ତଥାପି ଟିକା ନେଇଥିବା ଲୋକଙ୍କ ଶରୀରରେ ଭାଇରସ ଠାବ ହେଉଛି।

ସିଙ୍ଗାପୁରରେ ବର୍ତ୍ତମାନ ସୁଦ୍ଧା ୭୫% ଲୋକଙ୍କୁ ଟିକିଆ ଦିଆଯାଇ ସାରିଛି। ଏଥିରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ନେଇଥିବା ଲୋକ ରହିଛନ୍ତି। ସେହିପରି ସାଉଦି ଆରବ ପରେ ସିଙ୍ଗାପୁର ଏମିତି ଏକ ସ୍ଥାନ ଯେଉଁଠାରେ ସବୁଠାରୁ ଅଧିକ ଲୋକ ଟିକାର ଡବଲ ଡୋଜ୍‌ ନେଇଛନ୍ତି। ମୋଟ ଜନସଂଖ୍ୟାର ୫୦% ଲୋକ ଟିକାର ଡବଲ ଡୋଜ ନେଇ ସାରିଲେଣି। କିନ୍ତୁ ଏବେ ନୂଆ ସଂକ୍ରମିଙ୍କ ମଧ୍ୟରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି।

୨୮ ଦିନ ମଧ୍ୟରେ ସିଙ୍ଗାପୁରରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୦୯୬ ରହିଛି। ଏମାନଙ୍କ ମଧ୍ୟରୁ ୪୮୪ ଜଣ ବା ୪୪% ସଂକ୍ରମିତ ଟିକାର ଦୁଇଟି ଯାକ ଡୋଜ୍‌ ନେଇସାରିଛନ୍ତି। ୩୦% ସଂକ୍ରମିତ ଗୋଟିଏ ଡୋଜ ଓ ଟିକା ନେଇ ନଥିବା ସଂକ୍ରମିତଙ୍କ ସଂଖ୍ୟା ୨୫% ରହିଛି।

ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ହିଁ ଗୁରୁତର ହୋଇଥିଲା ଓ ସେମାନଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ିଥିଲା। ଗୁରୁତର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ଟିକାର କୌଣସି ଡୋଜ୍‌ ନେଇ ନଥିଲେ। ସେହିପରି ଆଉ ଜଣେ ଗୁରୁତର ଟିକାର ଗୋଟିଏ ଡୋଜ୍‌ ନେଇଥିଲେ।

ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହି ତଥ୍ୟରୁ ଗୋଟିଏ କଥା ସ୍ପଟ ହୋଇଛି ଯେ ଟିକା ନେଇଥିବା ଲୋକ ଭାଇରସ ସଂସ୍ପର୍ଶରେ ଆସିଲେ ମଧ୍ୟ ଗୁରୁତର ହେଉନାହାନ୍ତି। ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଉନାହିଁ। କେବଳ କିଛି ଜଣଙ୍କ ଶରୀରରେ ମଧ୍ୟମ ଧରଣର ଲକ୍ଷଣ ଠାବ ହେଉଛି।

ବିଶେଷଜ୍ଞମାନେ କହିଛନ୍ତି, ଟିକା ନେଇ ଜଣେ ସଂକ୍ରମିତ ହୋଇପାରେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଟିକା ତା’ର ପ୍ରଭାବ ଦେଖାଇବାରେ ବିଫଳ ହେଉଛି। ଟିକା ଗୁରୁତର ହେବାରୁ ଲୋକଙ୍କୁ ସୁରକ୍ଷା ଯୋଗାଇ ଥାଏ। ୧୪ ଦିନ ଭିତରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ୮୮% ଆକ୍ରାନ୍ତଙ୍କ ବୟସ ୬୧ରୁ ଅଧିକ। ଯୁବଗୋଷ୍ଠୀଙ୍କ ତୁଳନାରେ ଏହି ସଂଖ୍ୟା ବହୁତ ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story