ଭାରତ ଭାଙ୍ଗିବ ଚୀନ୍‌ ରେକର୍ଡ଼ : ବିଶ୍ୱର ସବୁଠୁ ଉଚ୍ଚ ଲେହରେ ଚାଲିବ ଟ୍ରେନ୍‌, ଚକିତ କରିବ ସର୍ଭେ ଖର୍ଚ୍ଚ  

ନୂଆଦିଲ୍ଲୀ:ଟ୍ରେନ୍‌ରେ ମିଳିବ ପ୍ଲେନ୍‌ର ଅନୁଭୁତି। ଅର୍ଥାତ ଭୃପୃଷ୍ଟରୁ ବହୁ ଉଚ୍ଚରେ ଚାଲିବ ଟ୍ରେନ୍‌।  ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ହେବ ରେଳ ପ୍ରକଳ୍ପ । ଜମ୍ମୁ କଶ୍ମୀରିର ଲେହରେ ଏହି ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।  ବିଳାସପୁର-ମନାଲି-ଲେହ ଦେଇ ଏହି ପ୍ରକଳ୍ପ ନିର୍ମାଣ ହେବ। ଚୀନ, ନେପାଳ ଏବଂ ପାକିସ୍ତାନ ସୀମା ଦେଇ ଏହି ରେଳ ପ୍ରକଳ୍ପ ନିର୍ମାଣ ହେବ। ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହେବ।  ୪୯୮ କିମି […]

Ladakh-Leh-5946_0-1

Ladakh-Leh-5946_0-1

Rakesh Mallick
  • Published: Sunday, 25 June 2017
  • Updated: 13 September 2017, 01:24 PM IST

Sports

Latest News

ନୂଆଦିଲ୍ଲୀ:ଟ୍ରେନ୍‌ରେ ମିଳିବ ପ୍ଲେନ୍‌ର ଅନୁଭୁତି। ଅର୍ଥାତ ଭୃପୃଷ୍ଟରୁ ବହୁ ଉଚ୍ଚରେ ଚାଲିବ ଟ୍ରେନ୍‌।  ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ହେବ ରେଳ ପ୍ରକଳ୍ପ । ଜମ୍ମୁ କଶ୍ମୀରିର ଲେହରେ ଏହି ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।  ବିଳାସପୁର-ମନାଲି-ଲେହ ଦେଇ ଏହି ପ୍ରକଳ୍ପ ନିର୍ମାଣ ହେବ। ଚୀନ, ନେପାଳ ଏବଂ ପାକିସ୍ତାନ ସୀମା ଦେଇ ଏହି ରେଳ ପ୍ରକଳ୍ପ ନିର୍ମାଣ ହେବ। ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହେବ।  ୪୯୮ କିମି ପର୍ଯ୍ୟନ୍ତ ହେବାକୁ  ଥିବା ଏହି କାର୍ଯ୍ୟ ପାଇଁ ଆସନ୍ତା ସପ୍ତାହରୁ ସର୍ଭେ କାର୍ଯ୍ୟ ଆରମ୍ଭ ହେବ।  ୩୩୦୦ ମିଟର ଉଚ୍ଚରେ ହେବାକୁ ଥିବା ଏହି ପ୍ରକଳ୍ପ ବିଶ୍ୱର ବିରଳ ବୋଲି କୁହାଯାଉଛି।  କାରଣ ଚୀନରେ ଥିବା କୁଇନ୍‌ଘାଇ-ତିବତ୍ତ ପ୍ରକଳ୍ପକୁ ଏହା ପଛରେ ପକାଇବ। ସବୁଠୁ ଉଚ୍ଚସ୍ଥାନରେ  ହୋଇଥିବା  ଚୀନର ଏହି ପ୍ରକଳ୍ପ ବିଶ୍ୱସ୍ତରରେ ରେକର୍ଡ଼ ସୃଷ୍ଟି କରିଛି। ଏବେ ଏହାକୁ ଭାରତ ଅତିକ୍ରମ କରିବ।

ଜୁନ୍‌ ୨୭ରେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ  ସର୍ଭେ କାର୍ଯ୍ୟ ପାଇଁ ଶୁଭ ଦେବେ। କେବଳ ସର୍ଭେ କାର୍ଯ୍ୟପାଇଁ  ୧୫୭.୭୭ କୋଟି ଟଙ୍କା ଆକଳନ କରାଯାଇଛି।  ତେବେ ସର୍ଭେ ବାବଦରେ ଖର୍ଚ୍ଚ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବହନ କରିବ। ୨୦୧୯ରେ ଏହି ପ୍ରକଳ୍ପର ସର୍ଭେ କାମ  ଶେଷ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି।  ପ୍ରସ୍ତାବିତ ଏହି ନୂଆ ରେଳ ଲାଇନ୍‌ ହିମାଚଳପ୍ରଦେଶର ବିଳାସପୁରଠାରୁ ଲେହ ମଧ୍ୟରେ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସଂଯୋଗ କରିବ। ଜମ୍ମୁ କଶ୍ମୀରିର ଲଦାଖ ରିଜିଅନର ଲୋକେ ଏଥିରୁ ଉପକୃତ ହେବ। ଏଥିସହ ସ୍ଥାନୀୟ ଲୋକଙ୍କ ସାମାଜିକ , ଆର୍ଥିକ  ବିକାଶ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଗତି ହେବ। ଏହି ପ୍ରକଳ୍ପ ଶେଷ ହେଲେ ଭାରତୀୟ ଯବାନଙ୍କୁ ବେଶ ସହାୟକ ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story