Advertisment

ଜବରଦସ୍ତ କ୍ୟାମେରା କ୍ୱାଲିଟି ସହିତ Xiaomi Mi 8 ସ୍ମାର୍ଟ ଫୋନ୍‌ ଲଞ୍ଚ୍‌

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଚୀନ୍‌ ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀ ଶାଓମୀ ଭାରତରେ ନିଜର ନୂଆ ସ୍ମାର୍ଟ୍‌ଫୋନ୍‌ Mi 8କୁ ଲଞ୍ଚ୍‌ କରିଛି। ଏହା କଳା ଓ ନୀଳ ରଙ୍ଗରେ ଉପଲବ୍ଧ ହେବ। କମ୍ପାନୀ ଏଥିରେ 8GB ରାମ୍‌ ସହିତ 128 GB ମୋବାଇଲ୍‌ ଷ୍ଟୋରେଜ୍‌ ଦେଇଛି। ଭାରତରେ ଏହାର ମୂଲ୍ୟ ୩୪ ହଜାର ୫୦୦ ଟଙ୍କା ରହିଛି। ଗ୍ରାହକ ଶାଓମୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ Mi.com କିମ୍ବା ଇ-କମର୍ସ ୱେବ୍‌ସାଇଟ୍‌ JD.comକୁ ଯାଇ ଏହା କିଣିପାରିବେ। ଶାଓମୀର ଏହି […]

ଅଦ୍ୟତନ ହୋଇଛି
ଜବରଦସ୍ତ କ୍ୟାମେରା କ୍ୱାଲିଟି ସହିତ Xiaomi Mi 8 ସ୍ମାର୍ଟ ଫୋନ୍‌ ଲଞ୍ଚ୍‌

xiaomi-mi-8-se-696x435

Advertisment

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଚୀନ୍‌ ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀ ଶାଓମୀ ଭାରତରେ ନିଜର ନୂଆ ସ୍ମାର୍ଟ୍‌ଫୋନ୍‌ Mi 8କୁ ଲଞ୍ଚ୍‌ କରିଛି।

Advertisment

ଏହା କଳା ଓ ନୀଳ ରଙ୍ଗରେ ଉପଲବ୍ଧ ହେବ। କମ୍ପାନୀ ଏଥିରେ 8GB ରାମ୍‌ ସହିତ 128 GB ମୋବାଇଲ୍‌ ଷ୍ଟୋରେଜ୍‌ ଦେଇଛି।

publive-imageଭାରତରେ ଏହାର ମୂଲ୍ୟ ୩୪ ହଜାର ୫୦୦ ଟଙ୍କା ରହିଛି।

ଗ୍ରାହକ ଶାଓମୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ Mi.com କିମ୍ବା ଇ-କମର୍ସ ୱେବ୍‌ସାଇଟ୍‌ JD.comକୁ ଯାଇ ଏହା କିଣିପାରିବେ। ଶାଓମୀର ଏହି ଫୋନ୍‌ ୱାନପ୍ଲସ୍‌ ୬କୁ ଟକ୍କର ଦେବ ବୋଲି କୁହାଯାଉଛି।

Advertisment

publive-imageଏଥିରେ କ'ଣ ରହିଛି ଖାସ୍‌ ?

Xiaomi Mi 8 ରେ ୬.୨୧ ଇଞ୍ଚ୍‌ର ଡିସ୍‌ପ୍ଲେ ଦିଆଯାଇଛି। ଯାହାର ଆସ୍‌ପେକ୍ଟ ରେସିଓ ୧୮:୭:୯ ରହିଛି। ଏଥିସହିତ ଡିସ୍‌ପ୍ଲେରେ ଏମୋଲେଡ୍‌ ସିଷ୍ଟମ୍‌ ଓ ନଚ୍‌ର ଫିଚର୍‌ ଦିଆଯାଇଛି। ଶାଓମୀର ଏହି ଫୋନ୍‌ରେ ସ୍ନାପ୍‌ଡ୍ରାଗନ୍‌ ୮୪୫ SoC ପ୍ରୋସେସର୍‌ ଦିଆଯାଇଛି।

publive-imageକ୍ୟାମେରା: ଏହି ଫୋନ୍‌ରେ ୧୨ ମେଗାପିକ୍ସେଲ୍‌ର ଡୁଆଲ୍‌ ରିୟର୍‌ କ୍ୟାମେରା ଓ ୨୦ ମେଗାପିକ୍ସେଲ୍‌ କ୍ୟାମେରା ଦିଆଯାଇଛି। ଏଥିରେ ୧.୮ ମାଇକ୍ରନ୍‌ ପିକ୍ସେଲ ସାଇଜ୍‌ ସହିତ ଅନ୍ୟାନ୍ୟ ସୁବିଧା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe