ୟାମାହାର YZF-R15 ବାଇକ୍‌ ଲଞ୍ଚ୍‌

ନୂଆଦିଲ୍ଲୀ: ଷ୍ଟାଇଲିସ୍‌ ମୋଟର୍‌ ସାଇକେଲ୍‌ ନିର୍ମାତା କମ୍ପାନୀ ୟାମାହା ନିଜର ଜବରଦସ୍ତ ବାଇକ୍‌ YZF-R15 ଭର୍ସନ୍‌୩.୦  MotoGP ର ଲିମିଟେଡ୍‌ ଏଡିସନ୍‌କୁ ଭାରତରେ ଲଞ୍ଚ୍‌ କରିଛି। ଏକ୍ସ ଶୋ ରୁମ୍‌ ମୂଲ୍ୟ ହିସାବରେ ଜୟପୁରର ଏକ ଶୋ ରୁମ୍‌ରେ ଏହାର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି। ୟାମାହାର ଏହି ବାଇକ୍‌ଟି ନୀଳ ରଙ୍ଗରେ ବଜାରକୁ ଆସିଛି। ବାଇକ୍‌ର ବିଶେଷତ୍ତ୍ୱ: ୟାମାହାର R15 MotoGP ମୋଡେଲ୍‌ର ସାମ୍ନାପଟରେ Moviestarର ଲୋଗ  ଲାଗିଛି। ଯୁବକଙ୍କ ରୁଚିକୁ ଆଖିଆଗରେ ରଖି […]

yamaha

yamaha

Mihir Pattnayak
  • Published: Saturday, 18 August 2018
  • Updated: 18 August 2018, 01:52 AM IST

Sports

Latest News

ନୂଆଦିଲ୍ଲୀ: ଷ୍ଟାଇଲିସ୍‌ ମୋଟର୍‌ ସାଇକେଲ୍‌ ନିର୍ମାତା କମ୍ପାନୀ ୟାମାହା ନିଜର ଜବରଦସ୍ତ ବାଇକ୍‌ YZF-R15 ଭର୍ସନ୍‌୩.୦  MotoGP ର ଲିମିଟେଡ୍‌ ଏଡିସନ୍‌କୁ ଭାରତରେ ଲଞ୍ଚ୍‌ କରିଛି। ଏକ୍ସ ଶୋ ରୁମ୍‌ ମୂଲ୍ୟ ହିସାବରେ ଜୟପୁରର ଏକ ଶୋ ରୁମ୍‌ରେ ଏହାର ମୂଲ୍ୟ ୧.୩୦ ଲକ୍ଷ ଟଙ୍କା ରହିଛି। ୟାମାହାର ଏହି ବାଇକ୍‌ଟି ନୀଳ ରଙ୍ଗରେ ବଜାରକୁ ଆସିଛି।

ବାଇକ୍‌ର ବିଶେଷତ୍ତ୍ୱ: ୟାମାହାର R15 MotoGP ମୋଡେଲ୍‌ର ସାମ୍ନାପଟରେ Moviestarର ଲୋଗ  ଲାଗିଛି। ଯୁବକଙ୍କ ରୁଚିକୁ ଆଖିଆଗରେ ରଖି କମ୍ପାନୀ ଏହାକୁ ନିର୍ମାଣ କରିଛି।

ସେହିପରି ଏଥିରେ ୧୫୫ ସିସି, ଫୋର୍‌ଷ୍ଟ୍ରୋକ୍‌ ସିଙ୍ଗଲ୍‌ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି। ଯାହା ୧୯ ବିଏଚ୍‌ପି ପାୱାର୍‌ ଓ ୧୫ ନ୍ୟୁଟନ୍‌ ମିଟର ଟର୍କ ଜେନେରେଟ୍‌ କରିବ। ଗାଡ଼ିର ବେଗ ବଢ଼ାଇବା ପାଇଁ ଏଥିରେ ୬ ସ୍ପିଡ୍‌ ଗିୟର୍‌ ବକ୍ସ ଦିଆଯାଇଛି।

ଏଥିସହିତ ଏଥିରେ ଏଲ୍‌ଇଡି ହ୍ୟାଣ୍ଡ୍‌ଲ୍ୟାମ୍ପ୍‌ ଏଲ୍‌ଇଡି ଟେଲ୍‌ ଲାଇଟ୍‌, ଫୁଲ୍‌ ଡିଜିଟଲ୍‌ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍‌, ୧୭ ଇଞ୍ଚ୍‌ର ଏମ୍‌ଆର୍‌ଏଫ୍ ଟାୟର୍ ସ୍ଲିପର୍‌ କ୍ଲଚ୍‌ର ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story