Advertisment

ୟେମେନ: ସାଉଦୀ ବାୟୁସେନା ବିମାନ ଆକ୍ରମଣରେ ୧୧ ମୃତ, ୫୦ ଗୁରୁତର

ସାନ୍ନା(ୟେମେନ): ୟେମେନର ରାଜଧାନୀ ସାନ୍ନା ଉପରେ ସାଉଦୀ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏଥିରେ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ହୁଏତୀ ବିଦ୍ରୋହୀ ଓ ସାଧାରଣ ଲୋକ ଗୁରୁତର ହୋଇଛନ୍ତି। ସାନ୍ନାର ପଶ୍ଚିମ ପ୍ରଦେଶର ଇବ ଅଞ୍ଚଳରେ ଥିବା ହୁଏତୀ ‍ବିଦ୍ରୋହୀଙ୍କ ଆଡ୍ଡା ଉପରେ ସାଉଦୀ ବାୟୁସେନାର ବିମାନ ଏହି ଆକ୍ରମଣ କରିଥିଲା । ଏହି ଆଡ୍ଡାରେ ୩୦୦ ହୁଏତୀ ବିଦ୍ରୋହୀ ଥିଲେ ବୋଲି କି ଜଣାପଡିଛି। ଆକ୍ରମଣ ବେଳେ ବହୁ […]

ଅଦ୍ୟତନ ହୋଇଛି
ୟେମେନ: ସାଉଦୀ ବାୟୁସେନା ବିମାନ ଆକ୍ରମଣରେ ୧୧ ମୃତ, ୫୦ ଗୁରୁତର

yemen-main

Advertisment

ସାନ୍ନା(ୟେମେନ): ୟେମେନର ରାଜଧାନୀ ସାନ୍ନା ଉପରେ ସାଉଦୀ ବାୟୁସେନା ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏଥିରେ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ହୁଏତୀ ବିଦ୍ରୋହୀ ଓ ସାଧାରଣ ଲୋକ ଗୁରୁତର ହୋଇଛନ୍ତି। ସାନ୍ନାର ପଶ୍ଚିମ ପ୍ରଦେଶର ଇବ ଅଞ୍ଚଳରେ ଥିବା ହୁଏତୀ ‍ବିଦ୍ରୋହୀଙ୍କ ଆଡ୍ଡା ଉପରେ ସାଉଦୀ ବାୟୁସେନାର ବିମାନ ଏହି ଆକ୍ରମଣ କରିଥିଲା । ଏହି ଆଡ୍ଡାରେ ୩୦୦ ହୁଏତୀ ବିଦ୍ରୋହୀ ଥିଲେ ବୋଲି କି ଜଣାପଡିଛି। ଆକ୍ରମଣ ବେଳେ ବହୁ ବିଦ୍ରୋହୀ ଖସି ପଲାଇବାକୁ ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe