ଯୁକ୍ତିତର୍କରୁ ମଡେଲଙ୍କୁ ହତ୍ୟା, ମୃତଦେହକୁ ସୁଟ୍‌କେଶ୍‌ରେ ରଖି ଫୋପାଡ଼ିଦେଲେ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ମୁମ୍ବାର ମାଲାଡ ଅଞ୍ଚଳରେ ଆବର୍ଜନା ଭିତରୁ ମାନସୀ ଦୀକ୍ଷିତ ନାମ୍ନୀ ଜଣେ ମଡେଲଙ୍କ ମୃତଦେହ ଏକ ସୁଟକେଶ୍‌ ଭିତରୁ ଉଦ୍ଧାର କରାଯାଇଛି। ଆଉ ୨୦ ବର୍ଷୀୟା ମାନସୀଙ୍କ ହତ୍ୟାକାଣ୍ଡ ଘଟାଇଥିବା ଜଣେ ଛାତ୍ର ମୁଜାମିଲ୍‌ ସୟିଦ୍‌ଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛି। ମୁଜାମିଲକୁ ମାନସୀ ମୃତ୍ୟୁର କିଛି ସମୟ ଆଗରୁ ଭେଟିଥିଲେ। ଏହି ମଡେଲ ଜଣକ ମୁମ୍ବାଇରେ ନିଜ କ୍ୟାରିଅର ପାଇଁ ସଂଘର୍ଷ କରୁଥିଲେ ଏବଂ ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାରେ ପାର୍ଟନର […]

model-killed

model-killed

Amaresh Biswal
  • Published: Tuesday, 16 October 2018
  • Updated: 16 October 2018, 09:29 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ମୁମ୍ବାର ମାଲାଡ ଅଞ୍ଚଳରେ ଆବର୍ଜନା ଭିତରୁ ମାନସୀ ଦୀକ୍ଷିତ ନାମ୍ନୀ ଜଣେ ମଡେଲଙ୍କ ମୃତଦେହ ଏକ ସୁଟକେଶ୍‌ ଭିତରୁ ଉଦ୍ଧାର କରାଯାଇଛି। ଆଉ ୨୦ ବର୍ଷୀୟା ମାନସୀଙ୍କ ହତ୍ୟାକାଣ୍ଡ ଘଟାଇଥିବା ଜଣେ ଛାତ୍ର ମୁଜାମିଲ୍‌ ସୟିଦ୍‌ଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛି। ମୁଜାମିଲକୁ ମାନସୀ ମୃତ୍ୟୁର କିଛି ସମୟ ଆଗରୁ ଭେଟିଥିଲେ।

ଏହି ମଡେଲ ଜଣକ ମୁମ୍ବାଇରେ ନିଜ କ୍ୟାରିଅର ପାଇଁ ସଂଘର୍ଷ କରୁଥିଲେ ଏବଂ ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାରେ ପାର୍ଟନର ଥିଲେ। ପୁଲିସ୍‌ ସୂଚନା ଅନୁଯାୟୀ, ମୁଜାମିଲ୍‌ ତାଙ୍କର ସମ୍ପର୍କୀୟଙ୍କ ଘରେ ମାନସୀଙ୍କୁ ଭେଟିବାକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ମୁଜାମିଲ ଉତକ୍ଷିପ୍ତ ହୋଇ ମାନସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡ ଘଟାଇବା ପରେ ମୁଜାମିଲ ମାନସୀଙ୍କ ମୃତଦେହକୁ ଏକ ସୁଟକେସରେ ପୁରାଇଥିଲେ ଏବଂ ଏକ ଟ୍ୟାକ୍ସି ଡାକିଥିଲେ। ସେ ଏକ ଡଷ୍ଟବିନ୍‌ରେ ସୁଟ୍‌କେଶକୁ ଫୋପାଡ଼ିବା ବେଳେ ଟ୍ୟାକ୍ସି ଡ୍ରାଇଭର ମାମଲାରେ କିଛି ଗଡ଼ବଡ଼ ଥିବା ସନ୍ଦେହ କରିଥିଲେ। ସେ ପୁଲିସ୍‌ରେ ଏନେଇ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରୁ ଏହି ସୁଟକେଶ୍‌ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story