ଲକ୍ଷ୍ମୀଙ୍କ ବେଶରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଟିଭି ନ୍ୟୁଜ୍‌ରେ ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ପ୍ରସାରିତ ହେବା ପରେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଏ। ଏମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଛନ୍ତି। ଏହା ଜି ନ୍ୟୁଜ୍‌ରେ ପ୍ରସାରିତ ହୋଇଥିବା ବଜେଟ୍ କଭରେଜ୍ ସଂପର୍କିତ ଏକ ପ୍ରୋମୋ। ଏହାକୁ ଜି ନ୍ୟୁଜ୍‌ର ସମ୍ପାଦକ ସୁଧିର ଚୌଧୁରୀ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଶେଆର୍‌ କରିବା ପରେ ଏହା ଟ୍ରୋଲ୍ ହେଉଛି। […]

nirmala

nirmala

Minati Mishra
  • Published: Friday, 05 July 2019
  • Updated: 05 July 2019, 03:00 PM IST

Sports

Latest News

ନୂଆଦିଲ୍ଲୀ: ଟିଭି ନ୍ୟୁଜ୍‌ରେ ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ପ୍ରସାରିତ ହେବା ପରେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଏ। ଏମିତି ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଛନ୍ତି।

ଏହା ଜି ନ୍ୟୁଜ୍‌ରେ ପ୍ରସାରିତ ହୋଇଥିବା ବଜେଟ୍ କଭରେଜ୍ ସଂପର୍କିତ ଏକ ପ୍ରୋମୋ। ଏହାକୁ ଜି ନ୍ୟୁଜ୍‌ର ସମ୍ପାଦକ ସୁଧିର ଚୌଧୁରୀ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଶେଆର୍‌ କରିବା ପରେ ଏହା ଟ୍ରୋଲ୍ ହେଉଛି।

ଏହି ଭିଡିଓରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମା’ ଲକ୍ଷ୍ମୀଙ୍କ ବେଶରେ ସଜା ଯାଇଛି ଓ ସେ ଧନ ବର୍ଷା କରାଉଥିବା ଦେଖାଯାଇଛି।

ସାଧାରଣତଃ ଯେକୌଣସି ଫଟୋରେ ମା’ ଲକ୍ଷ୍ମୀଙ୍କର ଚାରୋଟି ହାତ ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ପ୍ରୋମୋରେ ଅର୍ଥମନ୍ତ୍ରୀଙ୍କର ଲକ୍ଷ୍ମୀଙ୍କ ବେଶରେ ୮ଟି ହାତ ରହିଛି। ବଡ଼ କଥା ହେଉଛି, ଏହି ୮ଟି ହାତ ମାଧ୍ୟମରେ ବଜେଟ୍‌ର ଗୁରୁତ୍ୱପୂର୍ଣ୍ଣ ୮ଟି ସେକ୍ଟର ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଭିଡିଓଟିକୁ ଏପରି ତିଆରି କରାଯାଇଛି ଯେ, ସାଧାରଣ ଲୋକଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ବର୍ତ୍ତମାନ ଏହି ଭିଡିଓଟି ଟ୍ୱିଟର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ୟୁଜର୍ସ ଏହାକୁ ନେଇ ଟ୍ରୋଲ୍‌ କରୁଛନ୍ତି। କିଛି ୟୁଜର୍ସ ଏହାକୁ ହିନ୍ଦୁ ଧର୍ମର ଅପମାନ ବୋଲି କହିଛନ୍ତି। ଏପରିକି ଚ୍ୟାନେଲ୍‌ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଚ୍ୟାନେଲ୍‌ ଗୁଡ଼ିକ ନିଜର ଟିଆର୍‌ପି ବଢ଼ାଇବା ପାଇଁ ଏତେ ତଳକୁ ଖସି ଯାଇଥାନ୍ତି ବୋଲି କିଛି ଲୋକ କମେଣ୍ଟ୍‌ କରି ଲେଖିଛନ୍ତି। ସେହିପରି ଆଉ କିଛି ଲୋକ କହିଛନ୍ତି, ଭଗବାନଙ୍କ ନାମ ନେଇ କିଛି ବି ବିକ୍ରି କରାଯାଇପାରିବ। ଚ୍ୟାନେଲ୍‌ଠାରୁ ଏହା ହିଁ ଆଶା କରାଯାଉଥିଲା ବୋଲି କିଛି ୟୁଜର୍ସ କମେଣ୍ଟ ଦେଇ କହିଛନ୍ତି।

କିଛି ୟୁଜର୍ସ ଏହି ପ୍ରୋମୋ ଭିଡିଓର ମଜା ମଧ୍ୟ ନେଇଛନ୍ତି। ସୋଶାଲ ମିଡିଆରେ ଏହି କ୍ରିଏଟିଭିଟିକୁ ନେଇ ଫନି ମିମ୍‌ସ ମଧ୍ୟ ଶେଆର୍‌ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story