‘ଗଣତନ୍ତ୍ରର ରକ୍ଷା ପାଇଁ ଆମେ ଜେଲ ଯିବୁ’ | Odisha Reporter
ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ମଲିକାର୍ଜୁନ ଖାଡ଼ଗେ। କହିଲେ, ଯେଉଁମାନେ ସତ କହୁଛନ୍ତି, ସେମାନଙ୍କୁ ଜାଣିଶୁଣି ହଇରାଣ କରାଯାଉଛି, ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଜେଲ୍ ଯିବାକୁ ପ୍ରସ୍ତୁତ ଅଛୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
