ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ମଲିକାର୍ଜୁନ ଖାଡ଼ଗେ। କହିଲେ, ଯେଉଁମାନେ ସତ କହୁଛନ୍ତି, ସେମାନଙ୍କୁ ଜାଣିଶୁଣି ହଇରାଣ କରାଯାଉଛି, ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଜେଲ୍ ଯିବାକୁ ପ୍ରସ୍ତୁତ ଅଛୁ।