\'ଫୋନ କାହିଁକି ବ୍ଲକ କଲୁ\' ? | Odisha Reporter
ପ୍ରେମିକାର ଭୁଲ ଥିଲା ଏତିକି ଯେ ସେ କଥା ହେବାକୁ ମନା କରିଦେଇଥିଲେ, ବାସ ଏଇ କଥାରେ ରାଗିଯାଇ ରାସ୍ତା ଉପରେ ଅତି ନିର୍ମମ ଭାବେ ଛୁରାମାଡ଼ କରିଛି ସୈତାନ ପ୍ରେମିକ । ମୋ ନମ୍ବର କାହିଁକି ବ୍ଲକ କରିଛୁ କହି ରାସ୍ତା କଡ଼ରେ ପୁରା 13 ଥର ଛୁରାମାଡ଼ କରିଛନ୍ତି। ଆଉ ଏବେ ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା, ଦିଲ୍ଲୀରେ ଘଟିଯାଇଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
