Advertisment

'ଫୋନ କାହିଁକି ବ୍ଲକ କଲୁ ?'

ମୋ ନମ୍ବର କାହିଁକି ବ୍ଲକ କରିଛୁ କହି ରାସ୍ତା କଡ଼ରେ 13 ଥର ଛୁରାମାଡ଼ କଲା ପ୍ରେମିକ।

Advertisment

ପ୍ରେମିକାର ଭୁଲ ଥିଲା ଏତିକି ଯେ ସେ କଥା ହେବାକୁ ମନା କରିଦେଇଥିଲେ, ବାସ ଏଇ କଥାରେ ରାଗିଯାଇ ରାସ୍ତା ଉପରେ ଅତି ନିର୍ମମ ଭାବେ ଛୁରାମାଡ଼ କରିଛି ସୈତାନ ପ୍ରେମିକ । ମୋ ନମ୍ବର କାହିଁକି ବ୍ଲକ କରିଛୁ କହି ରାସ୍ତା କଡ଼ରେ ପୁରା 13 ଥର ଛୁରାମାଡ଼ କରିଛନ୍ତି। ଆଉ ଏବେ ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା, ଦିଲ୍ଲୀରେ ଘଟିଯାଇଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment
Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe