ସୋଶାଲ ମିଡିଆ ପୋଷ୍ଟକୁ ନେଇ ଜଳୁଛି ଅକୋଲା; ଜଣେ ମୃତ, ଲାଗୁ ହେଲା ୧୪୪ ଧାରା

ଗତ ଶନିବାର ରାତିରେ ହୋଇଥିବା ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟକୁ ନେଇ ଅକୋଲାର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢ଼ିବା ସହ ଉଭୟ ପକ୍ଷ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ।

tension situation

ଅକୋଲାରେ ହିଂସାର ଚିତ୍ର ।

Niharika Rout
  • Published: Monday, 15 May 2023
  • Updated: 15 May 2023, 09:04 AM IST

ସୋଶାଲ ମିଡିଆର ଏକ ପୋଷ୍ଟକୁ ନେଇ ଜଳୁଛି ମହାରାଷ୍ଟ୍ରର ଅକୋଲା। ଏହି ପୋଷ୍ଟ ଏକ ଗୋଷ୍ଠୀର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଆଣି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ହିଂସାକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ପୁଲିସ୍‌ କର୍ମୀଙ୍କ ସହ ୮ ଜଣ ଗୁରୁତର ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ୪୫ ଜଣଙ୍କୁ ଗିରଫ କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲଗାଯିବା ସହ ଇଣ୍ଟରନେଟ ସେବାକୁ ବ୍ୟାହତ କରାଯାଇଛି। କୌଣସି ଅଭାବନୀୟ ଘଟଣା ଘଟିବା ଆଶଙ୍କାରେ ୟୁନିଭରସିଟି ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି।

ଗତ ଶନିବାର ରାତିରେ ହୋଇଥିବା ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟକୁ ନେଇ ଅକୋଲାର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢ଼ିବା ସହ ଉଭୟ ପକ୍ଷ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।

ଏହି ହିଂସାକାଣ୍ଡରେ ବିଳାସ ଗାୟକୱାଡ ନାମକ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏହାପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଥିବା ଅକୋଲା କଲେକ୍ଟର ନିମା ଅରୋଡ଼ା କହିଛନ୍ତି

Also Read

ଉତ୍ତେଜନାକୁ ପ୍ରଶମିତ କରିବାକୁ ପୁଲିସ୍‌ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିବା ଜଣାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ପୁଲିସ୍‌ ତୀକ୍ଷଣ ଦୃଷ୍ଟି ରଖିଥିବା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story