ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଧରା ପଡ଼ିଲେ ଦୁଇ କୁଖ୍ୟାତ ଆତଙ୍କବାଦୀ

ପୁଞ୍ଚରେ ହୋଇଥିବା ଏକାଧିକ ଗ୍ରେନେଡ ମାଡ଼ ଘଟଣାର ତଦନ୍ତ ପୁଲିସ କରୁଥିଲା।

Terrorist

ଗିରଫ ଦୁଇ ଆତଙ୍କୀ

Hemant Lenka
  • Published: Saturday, 19 October 2024
  • Updated: 19 October 2024, 06:21 PM IST

Sports

Latest News

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଏକାଧିକ ଗ୍ରେନେଡ ଆକ୍ରମଣରେ ସାମିଲ ଥିବା ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। ପୁଞ୍ଚରେ ହୋଇଥିବା ଏକାଧିକ ଗ୍ରେନେଡ ମାଡ଼ ଘଟଣାର ତଦନ୍ତ ପୁଲିସ କରୁଥିଲା। ଏହାପରେ ଜମ୍ମୁ-କଶ୍ମୀର ଘଜନବୀ ଫୋର୍ସ ବା ଜେକେଜିଏଫର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଜମ୍ମୁ ଜୋନର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ ଆନନ୍ଦ ଜୈନ କହିଛନ୍ତି ଯେ ଦୁଇ ଗିରଫ ଆତଙ୍କବାଦୀ ହେଲେ ଅବଦୁଲ ଅଜିଜ ଓ ମନୱର ହୁସୈନ। ଉଭୟଙ୍କ ଘର ହରି ଗାଁରେ। ସେମାନଙ୍କୁ ଗିରଫ କରିବା ସୁରକ୍ଷାକର୍ମୀଙ୍କ ପାଇଁ ଗୋଟିଏ ବଡ଼ ସଫଳତା ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ୩୭ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫର ୩୮ତମ ବାଟାଲିୟନ ଯବାନଙ୍କ ସହ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ଏହି ସମୟରେ ଅଜିଜକୁ ଗିରଫ କରାଯାଇଛି। ତା’ ନିକଟରୁ ୨ଟି ଗ୍ରେନେଡ ମଧ୍ୟ ଜବତ ହୋଇଛି।

Also Read

ତଦନ୍ତ ବେଳେ ତା’ ଘରକୁ ଆଉ ଗୋଟିଏ ଗ୍ରେନେଡ ଜବତ ହୋଇଥିଲା। ତା’ର ସହଯୋଗୀ ମନୱରକୁ ମଧ୍ୟ ଗିରଫ କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗଜିନ ଓ ୯ ରାଉଣ୍ଡ ଜୀବନ୍ତ ଗୁଳି ମିଳିଛି।

ଆତଙ୍କୀ ନେଟୱର୍କକୁ ଧ୍ୱଂସ କରିବା ପାଇଁ ଚାଲିଥିବା ଅଭିଯାନରେ ଏହା ବଡ଼ ସଫଳତା ବୋଲି ଶ୍ରୀ ଜୈନ କହିଛନ୍ତି। ତାଙ୍କ କହିବା କଥା ଯେ ଗିରଫ ଦୁଇ ଆତଙ୍କବାଦୀଙ୍କ ଲିକ୍‌ ସୀମା ସେପଟେ ମଧ୍ୟ ରହିଥିଲା। ଗତବର୍ଷ ନଭେମ୍ବରରୁ ପୁଞ୍ଚରେ ହୋଇଥିବା ସମସ୍ତ ୫ ଗ୍ରେନେଡ ମାଡ଼ ଘଟଣାର ଏବେ ସମାଧାନ ହୋଇଛି। ଏହା ପଛରେ ଥିବା ଜେକେଜିଏଫରର ଆତଙ୍କୀ ନେଟୱର୍କ ଝଟକା ଦିଆଯାଇଛି।

ଜେରାରୁ ଜଣାପଡ଼ିଛି ଯେ ଏମାନେ ସୀମା ସେପଟେ ଥିବା ହ୍ୟାଣ୍ଡଲର ଠାରୁ ଏମାନେ ବନ୍ଧୁକ ଓ ଗୁଳିଗୋଳା ସହ ୧.୫ ଲକ୍ଷ ଟଙ୍କା ପାଇଥିଲେ। ପିସ୍ତଲ ଚଳାଇବାରେ ଏମାନେ ତାଲିମପ୍ରାପ୍ତ। ଜଙ୍ଗଲ ଅଞ୍ଚଳରେ ଏମାନେ କିଛି ରାଉଣ୍ଡ ଗୁଳି ଚଳାଇ ଅଭ୍ୟାସ ମଧ୍ୟ କରିଥିଲେ।

ଗତବର୍ଷ ନଭେମ୍ବର ୧୫ରେ ଅଜିତ ସୁର୍ନାକୋଟେରେ ଥିବା ଗୋଟିଏ ଶିବ ମନ୍ଦିର ଉପରକୁ ଗ୍ରେନେଡ ମାଡ଼ କରିଥିଲା। ମାର୍ଚ୍ଚ ୨୬ରେ ପୁଞ୍ଚରେ ଥିବା ଗୁରୁଦ୍ୱାର ମହନ୍ତ ସାହିବ, କମସାରରେ ଥିବା ଗୋଟିଏ ଆର୍ମି ପୋଷ୍ଟ ଓ ଅଗଷ୍ଟ ୧୪ରେ ସିଆରପିଏଫର ପୋଷ୍ଟ ନିକଟରେ ଥିବା ଗୋଟିଏ ସ୍କୁଲ ଗ୍ରାଉଣ୍ଡରେ ମଧ୍ୟ ଅଜିଜ ଗ୍ରେନେଡ ମାଡ଼ କରିଥିଲା।

ଜୁଲାଇ ୧୮ରେ ମନୱର ଜିଲ୍ଲା ହସ୍ପିଟାଲର କ୍ୱାର୍ଟର୍ସ ନିକଟରେ ଗ୍ରେନେଡ ଫିଙ୍ଗିଥିଲା ବୋଲି ପୁଲିସ୍‌ କହିଛି। ଏହାବାଦ ଦୁଇ ଗିରଫ ଆତଙ୍କବାନୀ ବିଭିନ୍ନ ସ୍ଥାନରେ ଦେଶ ବିରୋଧୀ ପୋଷ୍ଟର ମଧ୍ୟ ଲଗାଇଥିଲେ। ଏହି ସବୁ ପୋଷ୍ଟରକୁ ମନୱରର ଘରେ ହିଁ ଛପା ଯାଇଥିଲା।

ଏହାପୂର୍ବରୁ ସେପ୍ଟେମ୍ବର ୧୨ରେ ଏହି ଗ୍ୟାଙ୍ଗର ମହମ୍ମଦ ଶବିରକୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା। ଅଜିତ ତା’ ପାଖକୁ ବିସ୍ଫୋରକ ପଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story