FootBridge
Advertisment
ଏକ ଫୁଟ୍ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଘଟଣାଟି ଘଟିଛି ଜମ୍ମୁ-କଶ୍ମୀରର ଉଧାମପୁର ଜିଲ୍ଲାର ଚେନାନିରେ।
Advertisment
ବୈଶାଖୀ ମେଳା ଦେଖିବାକୁ ଲୋକଙ୍କର ଭିଡ଼ ଜମି ଥିଲା। ଅତ୍ୟଧିକ ଲୋକ ଯିବାଆସିବା କରିବାରୁ ଫୁଟ୍ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି।
ଆହତମାନଙ୍କୁ ଚେନାନି ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/FootBridge_1681468814.jpg)