Advertisment

ଟଙ୍କାରେ ୨୦ ପଇସା `ମାଗଣା’

କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ୫ ମାଗଣା ପ୍ରତିଶ୍ରୁତି ନେଇ ବିତର୍କ। ୩ ଲକ୍ଷ କୋଟି ବଜେଟରୁ ଅର୍ଥାତ୍ ପାଞ୍ଚ ଭାଗରୁ ଭାଗେ ଯିବ ମାଗଣାରେ। ୫ଟି ମାଗଣା ପ୍ରତିଶ୍ରୁତି ପୂରଣରେ ବର୍ଷକୁ ଖର୍ଚ୍ଚ ହେବ ପ୍ରାୟ ୬୨ ହଜାର କୋଟି। ଅର୍ଥନୀତି ଦୃଷ୍ଟିରୁ ଏହା ରାଜ୍ୟ ଲୋକଙ୍କର କେତେ ହିତ କରିପାରିବ?

author-image
Debendra Prusty

କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ୫ ମାଗଣା ପ୍ରତିଶ୍ରୁତି ନେଇ ବିତର୍କ। ୩ ଲକ୍ଷ କୋଟି ବଜେଟରୁ ଅର୍ଥାତ୍ ପାଞ୍ଚ ଭାଗରୁ ଭାଗେ ଯିବ ମାଗଣାରେ। ୫ଟି ମାଗଣା ପ୍ରତିଶ୍ରୁତି ପୂରଣରେ ବର୍ଷକୁ ଖର୍ଚ୍ଚ ହେବ ପ୍ରାୟ ୬୨ ହଜାର କୋଟି। ଅର୍ଥନୀତି ଦୃଷ୍ଟିରୁ ଏହା ରାଜ୍ୟ ଲୋକଙ୍କର କେତେ ହିତ କରିପାରିବ?

Advertisment
Karnataka Free Schemes Free Ration Scheme