ଟଙ୍କାରେ 20 ପଇସା `ମାଗଣା’ || Can Congress Fulfil His Promises In Karnataka ? || Odisha Reporter
Advertisment
କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ୫ ମାଗଣା ପ୍ରତିଶ୍ରୁତି ନେଇ ବିତର୍କ। ୩ ଲକ୍ଷ କୋଟି ବଜେଟରୁ ଅର୍ଥାତ୍ ପାଞ୍ଚ ଭାଗରୁ ଭାଗେ ଯିବ ମାଗଣାରେ। ୫ଟି ମାଗଣା ପ୍ରତିଶ୍ରୁତି ପୂରଣରେ ବର୍ଷକୁ ଖର୍ଚ୍ଚ ହେବ ପ୍ରାୟ ୬୨ ହଜାର କୋଟି। ଅର୍ଥନୀତି ଦୃଷ୍ଟିରୁ ଏହା ରାଜ୍ୟ ଲୋକଙ୍କର କେତେ ହିତ କରିପାରିବ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us