Advertisment

ମୋଦିଙ୍କ ପାଇଁ କିଭଳି ଥିଲା ୨୦୨୩? ଦେଖନ୍ତୁ କିଛି ବିଶେଷ ମୁହୂର୍ତ୍ତର ଫଟୋ

ପିଏମ୍ଓ କାର୍ଯ୍ୟାଳୟରୁ ୨୦୨୩ର କିଛି ସ୍ୱତନ୍ତ୍ର ମୁହୂର୍ତ୍ତର ଫଟୋକୁ ସେୟାର କରାଯାଇଛି।

2013 in modi

2013 in modi

Advertisment

ଶେଷ ହୋଇଛି ବର୍ଷ ୨୦୨୩। ବିଗତ ବର୍ଷଟି ଥିଲା ଭାରତ ପାଇଁ ବେଶ୍ ପ୍ରେରଣାଦାୟୀ। ବିଶ୍ୱସ୍ତରରେ ଭାରତ ନିଜ ପାଦଚିହ୍ନ ଛାଡିଥିଲା। ତେବେ ବର୍ଷ ୨୦୨୩ଟି ପ୍ରଧାନମନ୍ତ୍ରୀଙ୍କ ପାଇଁ କିଭଳି ଥିଲା, ଏନେଇ ପିଏମ୍‌ଓ କାର୍ଯ୍ୟାଳୟରୁ ଗତବର୍ଷର କିଛି ସ୍ୱତନ୍ତ୍ର ମୁହୂର୍ତ୍ତର ଫଟୋକୁ ସେୟାର କରାଯାଇଛି। କ୍ୟାମେରା ଲେନ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୨୩ର କିଛି ୟୁନିକ୍‌ ମୁହୂର୍ତ୍ତକୁ କ୍ୟାପଚର କରାଯାଇଛି।

Advertisment
Modi with Isro chiefଇସ୍ରୋ ମୁଖ୍ୟଙ୍କ ସହ ମୋଦି

ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରିଛନ୍ତି। ଏହି ସମୟରେ ସେ ଭାବୁକ ହୋଇପଡିଛନ୍ତି।

Modi with Divyang Karyakartaତାମିଲନାଡୁର ଚେନ୍ନାଇରେ ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ସେଲ୍ଫି ନେଇଥିଲେ ମୋଦି।
Advertisment
PM Modi in Vande Bharatବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଭିତରେ ସ୍କୁଲ ପିଲାଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ।
Modi in Uttarakhandଉତ୍ତରାଖଣ୍ଡର ପାର୍ବତୀ କୁଣ୍ଡରେ ପୂଜା କରୁଛନ୍ତି ମୋଦି।
Modi and Joe Biden୭ ଲୋକସଭା କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।
Modi in Pithoragarhପିଥୋରାଗଡର ଗୁଞ୍ଜୀ ଗ୍ରାମରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବୃଦ୍ଧ ମହିଳାଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି।

Modi with Dogପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶର ଲେଚା ଠାରେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି।

Modi in MPମଧ୍ୟପ୍ରଦେଶରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଚାଲିବା ପାଇଁ ବାଡି ଉଠାଇବାରେ ସାହାଯ୍ୟ କରୁଛନ୍ତି ମୋଦି।

Modi with Olafଭାରତୀୟ ପାନର ସ୍ୱାଦ ଚାଖୁଥିବା ବେଳେ ଜର୍ମାନ ଚାନ୍ସଲର୍‌ ଓଲାଫ୍ ସ୍କୋଲଜଙ୍କ ସହ ପିଏମ ମୋଦି।

Modi with kohli rohitଓ୍ୱାର୍ଲ୍ଡକପ୍‌ ଫାଇନାଲ ବେଳେ କ୍ରିକେଟର୍‌ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ମୋଦି।

Modi with Childrenପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶାହଡୋଲରେ ପିଲାଙ୍କ ସହ କଥା ହେଉଛନ୍ତି।

Modi in Mumbaiମୁମ୍ବାଇର ମୋରଲରେ ଭିନ୍ନ ଅନ୍ଦାଜରେ ମୋଦି। ହାତରେ ବେଳଣା ବାଡି ଧରି ବେଲୁଛନ୍ତି ରୁଟି।
Modi in HALଭାରତୀୟ ବାୟୁସେନା ପୋଷାକରେ ବେଙ୍ଗାଲୁରୁ ହାଲ୍‌ରେ ତେଜସ ବିମାନ ଉଡାଉଥିବା ବେଳେ ମୋଦି।
publive-imageଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ମୋଦିଙ୍କ ସହ ସେଲ୍ଫି ନେଉଛନ୍ତି।
Modi with French Presidentଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମ୍ୟାକ୍ରୋନଙ୍କ ସହ ମୋଦି।

Modi in ayodhyaଅଯୋଧ୍ୟାରେ ଉଜ୍ଜଳ ଯୋଜନାର ଲାଭାର୍ଥୀଙ୍କ ଘରେ ଚା' ପିଉଛନ୍ତି ମୋଦି।

Modi in yoshaBhumiପ୍ରଧାନମନ୍ତ୍ରୀ ଯଶୋଭୂମିରେ ବିଶ୍ୱକର୍ମା ଯୋଜନାର ଉଦ୍‌ଘାଟନ ଅବସରରେ ଲୋକଙ୍କ ସହ କଥା ହେଉଛନ୍ତି।
Modi with Robot ଅହମ୍ମଦାବାଦର ରୋବୋଟିକ୍‌ ପାର୍କରେ ଏକ ରୋବୋଟ ମୋଦିଙ୍କୁ ଚା' ଅଫର୍‌ କରିଥିଲା।
Modi in G20ନୂଆଦିଲ୍ଲୀର ଜି -୨୦ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
PM Modi carries the ‘Sacred Sengol’ ସାଧୁ ସନ୍ଥଙ୍କ ସହ ପବିତ୍ର ସେଙ୍ଗୋଲକୁ ନେଇ ନୂଆ ସଂସଦ ଭବନ ଯାଉଥିବା ବେଳେ ମୋଦି।
Modi in 7 lokakalyan margaଗାଈଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସରକାରୀ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ବୁଲୁଛନ୍ତି।
PM Modi 2023 Year End
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe