Advertisment

୨ ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିଲା ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର

ଓଡ଼ିଆ ବିଜ୍ଞାନୀ ଡକ୍ଟର ସ୍ୱରୂପ କୁମାର ପରିଡାଙ୍କୁ କୃଷି ବିଜ୍ଞାନ ଲାଗି ଏବଂ ଡକ୍ଟର ଦିଗେନ୍ଦ୍ର ନାଥ ସ୍ୱାଇଁଙ୍କୁ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ଲାଗି ଏହି ସମ୍ମାନଜନକ ବିଜ୍ଞାନ ପୁରସ୍କାର ପାଇଛନ୍ତି।

Award

Award

Advertisment

ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ଓଡିଆ ବୈଜ୍ଞାନିକ। ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର
ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

Advertisment

ଓଡ଼ିଆ ବିଜ୍ଞାନୀ ଡକ୍ଟର ସ୍ୱରୂପ କୁମାର ପରିଡାଙ୍କୁ କୃଷି ବିଜ୍ଞାନ ଲାଗି ଏବଂ ଡକ୍ଟର ଦିଗେନ୍ଦ୍ର ନାଥ ସ୍ୱାଇଁଙ୍କୁ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ଲାଗି ଏହି ସମ୍ମାନଜନକ ବିଜ୍ଞାନ ପୁରସ୍କାର ପାଇଛନ୍ତି।

ଡକ୍ଟର ସ୍ୱରୂପ କୁମାର ପରିଡା ଏବେ ନୂଆଦିଲ୍ଲୀ ସ୍ଥିତ NIPGRରେ ବିଜ୍ଞାନୀ ଭାବେ କାମ କରୁଛନ୍ତି। ସେହିପରି ଡକ୍ଟର ଦିଗେନ୍ଦ୍ର ନାଥ ସ୍ୱାଇଁ ଥିରୁଭାନନ୍ତପୁରମସ୍ଥିତି ଇସ୍ରୋ ବିକ୍ରମସାରାଭାଇ ସ୍ପେସ୍ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ୩୩ ବିଜ୍ଞାନୀଙ୍କୁ ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବା ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପ୍ରଦାନ କରିଥିଲେ।

Advertisment
Delhi President Of India Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe