୩ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା

ମହାରାଷ୍ଟ୍ରର ଭିୱାଣ୍ଡିରେ ଜଣେ ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି।

stop rape PhotoInternet

representational image

Hemant Lenka
  • Published: Thursday, 26 January 2023
  • Updated: 26 January 2023, 10:29 AM IST

Sports

Latest News

ପୁଣିଥରେ ସାମ୍ନାକୁ ଆସିଛି ଗୋଟିଏ ଲୋମହର୍ଷଣକାରୀ ଘଟଣା। ମହାରାଷ୍ଟ୍ରର ଭିୱାଣ୍ଡିରେ ଜଣେ ୩ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ଗତ ୩ ଦିନ ମଧ୍ୟରେ ଏପରି ଘଟଣା ୨ୟ ଥର ପାଇଁ ଘଟିଛି। ଏହାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ଜୋନାଲ ଡିଏସ୍‌ପି ନବନାଥ ଧାଭଲେ କହିଛନ୍ତି ଯେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେବା ସହ ଅଭିଯୁକ୍ତକୁ ଧରିବା ପାଇଁ ୫ଟି ଟିମ ଗଠନ କରିଥିଲା।  ପାୱାରଲୁମ ଶ୍ରମିକ ଭାବେ କାମ କରୁଥିବା ଜଣେ ୨୬ ବର୍ଷୀୟ ଯୁବକକୁ ପୁଲିସ୍‌ ୩ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ କରିଛି। ପୀଡ଼ିତାଙ୍କ ପରିବାର ୨ ମାସ କାଳ ଉତ୍ତର ପ୍ରଦେଶରେ ରହିବା ପରେ ନିକଟରେ ଭିୱାଣ୍ଡି ସ୍ଥିତ ନିଜ ଭଡ଼ା ଘରକୁ ଫେରିଥିଲେ।

ପିଡ଼ୀତାଙ୍କ ବାପା ଜଣେ ସ୍କ୍ରାପ ଦୋକାନ କରିଥିବା ବେଳେ ମା’ ବ୍ୟାଗ ତିଆରି ୟୁନିଟରେ କାମ କରନ୍ତି। ଘଟଣା ଦିନ ପୀଡ଼ିତାଙ୍କ ପରିବାର ଲୋକ କାମକୁ ଚାଲିଯାଇଥିଲେ। ଏହି ସମୟରେ ପୀଡ଼ିତା ଓ ତାଙ୍କର ଦୁଇ ଭାଇ (୭ବର୍ଷ ଓ ୫ ବର୍ଷ) ଘରେ ରହିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ବାପା ମା’ ଘରକୁ ଆସିଥିଲେ ସେତେବେଳେ ଝିଅ ସେଠାରେ ନଥିଲେ। ସେମାନେ ପଡ଼ୋଶୀଙ୍କ ଘରେ ଝିଅକୁ ଖୋଜାଖୋଜି କରିଥିଲେ। ହେଲେ ସେମାନେ ନିରାଶ ହେବା ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

Also Read

ପୁଲିସ୍‌ ଅଭିଯୋଗ ପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ବୁଧବାର ଗୋଟିଏ ଖୋଲା ପଡ଼ିଆରୁ ଶିଶୁକନ୍ୟାର ମୃତଦେହ ମିଳିଥିଲା। ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story