ଏନକାଉଣ୍ଟରରେ ୪ ନକ୍ସଲ ସଫା

ନକ୍ସଲଙ୍କ ପାଲଟା ଗୁଳିମାଡ଼ରେ ଜଣେ ହେଡ୍‌ କନଷ୍ଟେବଳ ସହିଦ ହୋଇଛନ୍ତି।

Encounter

Representational Image

Madhupriya Mistry
  • Published: Sunday, 05 January 2025
  • Updated: 05 January 2025, 09:58 AM IST

Sports

Latest News

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଝତିଶଗଡ଼ର ଅବୁଝମାଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ଛତିଶଗଡ଼ର ଦନ୍ତେବାଡ଼ା ଓ ନାରାୟଣପୁର ଜିଲ୍ଲା ସୀମାରେ ଥିବା ଅବୁଝମାଡ଼ ଜଙ୍ଗଲରେ ଶନିବାର ବିଳମ୍ବିତ ରାତିରୁ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଜଙ୍ଗଲ ଭିତରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ଜାନୁଆରୀ ୩ ତାରିଖରେ ନାରାୟଣପୁର, ଦନ୍ତେବାଡା, ଜଗଦଳପୁର, କୋଣ୍ଡାଗାଓଁ ଜିଲ୍ଲାର DRG ଏବଂ STFର ମିଳିତ ଟିମ୍‌ ସର୍ଚ୍ଚ ଅପରେସନ୍‌ ଚଳାଥିଲେ।

Also Read

ତେବେ ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଆଜି ସକାଳେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଛି।

ସେପଟେ ନକ୍ସଲଙ୍କ ପାଲଟା ଗୁଳିମାଡ଼ରେ ଜଣେ ହେଡ୍‌ କନଷ୍ଟେବଳ ସହିଦ ହୋଇଛନ୍ତି। ତାଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି। ଘଟଣାସ୍ଥଳରୁ ଏକେ-୪୭,ଏସଏଲଆର, ଅଟୋମେଟିକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପେରେସନ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story