ମୋଟ ୪୫ ଲକ୍ଷ କୋଟି ଟଙ୍କାର ବଜେଟ

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୪୫,୦୩,୦୯୭.୪୫ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି

representational image

  • Published: Wednesday, 01 February 2023
  • , Updated: 01 February 2023, 02:56 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବ ହ୍ରାସ ହୋଇଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୪୫,୦୩,୦୯୭.୪୫ କୋଟି ଟଙ୍କାର ବଜେଟ ଉପସ୍ଥାପନ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ସର୍ବାଧିକ ବ୍ୟୟ ବରାଦ ହୋଇଥିବା ବେଳେ ଅନ୍ୟ ମନ୍ତ୍ରଣାଳୟକୁ ମଧ୍ୟ ସରକାର ଅଧିକ ଫୋକସ କରିଛନ୍ତି। ୨୦୨୨-୨୩ରେ କେନ୍ଦ୍ର ସରକାର ୩୯.୪୪ ଲକ୍ଷ କୋଟିର ବ୍ୟୟବରାଦ କରିଥିଲେ।

କାହା ପାଇଁ କେତେ ବ୍ୟୟବରାଦ (କୋଟିରେ)

୧- କୃଷି ମନ୍ତ୍ରଣାଳୟ- ୧,୨୫,୦୩୫.୭୯

୨- ଆଟୋମିକ ଶକ୍ତି- ୨୫,୦୭୮.୪୯

୩- ଆୟୁଷ ମନ୍ତ୍ରଣାଳୟ- ୩୬୪୭.୫୦

୪- କେମିକାଲ ଓ ଫର୍ଟିଲାଇଜର – ୧,୭୮,୪୮୧.୯୯

୫- ବେସାମରିକ ବିମାନ ଚଳାଚଳ- ୩,୧୧୩.୩୬

୬- କୋଇଲା ମନ୍ତ୍ରଣାଳୟ – ୧୯୨.୩୨

୭- କର୍ମସ ଓ ଇଣ୍ଡଷ୍ଟ୍ରୀ – ୧,୩୪୫୫.୨୧

୭- ଯୋଗାଯୋଗ ମନ୍ତ୍ରଣାଳୟ – ୧୨୩୩୯୩.୦୫

୮- ଖାଉଟି ବ୍ୟାପର, ଖାଦ୍ୟ ଓ ସାଧାରଣ ବଣ୍ଟନ- ୨୦୫୭୬୪.୬୦

୯- କୋପରେସନ ମନ୍ତ୍ରଣାଳ- ୧୧୫୦.୩୮

୧୦- କର୍ପୋରେଟ ବ୍ୟାପର – ୭୫୬.୧୯

୧୧- ସଂସ୍କୃତି ମନ୍ତ୍ରଣାଳୟ- ୩୩୯୯.୬୫

୧୨- ପ୍ରତିରକ୍ଷା ମନ୍ତ୍ରଣାଳୟ – ୫୯୩୫୩୭.୬୪

୧୩- ଉତ୍ତରପୂର୍ବ ରିଜନର ବିକାଶ- ୫୮୯୨.୦୦

୧୪- ଭୂବିଜ୍ଞାନ – ୩୩୧୯.୮୮

୧୫- ଶିକ୍ଷା ମନ୍ତ୍ରଣାଳୟ- ୧୧୨୮୯୯.୪୭

୧୬- ଆଇଟି ମନ୍ତ୍ରଣାଳୟ – ୧୬୫୪୯.୦୪

୧୭- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ – ୩୦୭୯.୪୦

୧୮- ବୈଦେଶିକ ବ୍ୟାପାର- ୧୮୦୫୦.୦୦

୧୯- ଅର୍ଥ ମନ୍ତ୍ରଣାଳୟ – ୧୬୮୯୭୧୯.୧୭

୨୦- ମତ୍ସ୍ୟଚାଷ, ପଶୁ ସମ୍ପଦ ଓ ଗୋପାଳନ- ୬୫୭୬.୬୨

୨୧- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ୩୨୮୭.୬୫

୨୨- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୮୯୧୫୫.୦୦

୨୩- ଭାରୀ ଶିଳ୍ପ ମନ୍ତ୍ରଣାଳୟ- ୬୧୭୧.୬୩

୨୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧୯୬୦୩୪.୯୪

୨୫ – ଗୃହ ଓ ନଗର ଉନ୍ନୟନ- ୭୬,୪୩୧.୬୦

୨୬- ସୂଚନା ଓ ପ୍ରସାରଣ- ୪୬୯୨.୦୦

୨୭ – ଜଲଶକ୍ତି ମିଶନ- ୯୭୨୭୭.୬୭

୨୮- ଶ୍ରମ ଓ ନିଯୁକ୍ତି- ୧୩୨୨୧.୭୩

୨୯- ଆଇନ ଓ ନ୍ୟାୟ – ୪୭୫୨.୫୮

୩୦- ଏମଏସ୍‌ଏମଇ- ୨୨,୧୩୭.୯୫

୩୧- ଖଣି ମନ୍ତ୍ରଣାଳୟ- ୧୯୧୧.୬୦

୩୨- ସଂଖ୍ୟାଲଖୁ ବ୍ୟାପାର – ୩୦୯୭.୬୦

୩୩-ନବୀକରଣ ଯୋଗ୍ୟ ଶକ୍ତି- ୧୦୨୨୨.୦୦

୩୪- ପଞ୍ଚାୟତି ରାଜ – ୧୦୧୬.୪୨

୩୫- ସଂସଦୀୟ ବ୍ୟାପାର- ୬୩.୦୦

୩୬- କାର୍ମିକ, ଅଭିଯୋଗ ଓ ପେନସନ- ୨୨୫୨.୨୦

୩୭- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ- ୪୧୦୦୭.୭୨

୩୮- ଯୋଜନା ମନ୍ତ୍ରଣାଳୟ- ୮୨୪.୩୯

୩୯- ପୋର୍ଟ, ଶିପିଂ ଓ ୱାଟରୱେଜ୍‌- ୨୨୧୮.୭୪

୪୦- ଶକ୍ତି ମନ୍ତ୍ରଣାଳୟ- ୨୦୬୭୧.୩୨

୪୧- ରାଷ୍ଟ୍ରପତି, ସଂସଦ-୧୭୮୫.୮୬

୪୨- ସଡ଼କ ପରିବହନ- ୨୭,୦୪,୩୪.୭୧

୪୩-ରେଳ ମନ୍ତ୍ରଣାଳୟ- ୨୪୧୨୬୭.୫୧

୪୪-ଗ୍ରାମୀଣ ବିକାଶ- ୧୫୯୯୬୪.୨୩

୪୫- ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ-୧୬୩୬୧.୪୨

୪୬- ଦକ୍ଷତା ବିକାଶ ଓ ଉଦ୍ୟୋଗ-୩୫୧୭.୩୧

୪୭- ସମାଜିକ ନ୍ୟାୟ ଓ ସଶକ୍ତିକରଣ- ୧୪୦୭୨.୧୭

୪୮- ମହାକାଶ- ୧୨୫୪୩.୯୧

୪୯- ପରିସଂଖ୍ୟନ ଓ କାର୍ଯ୍ୟକ୍ରମ- ୫୪୪୩.୪୦

୫୦- ଷ୍ଟିଲ ମନ୍ତ୍ରଣାଳୟ- ୭୦.୧୫

୫୧- ବୟନଶିଳ୍ପ-୪୩୮୯.୩୪

୫୨- ପର୍ଯ୍ୟଟନ- ୨୪୦୦.୦୦

୫୩- ଆଦିବାସୀ ବ୍ୟାପାର-୧୨୪୬୧.୮୮

୫୪- ମହିଳା ଓ ଶିଶୁ ବିକାଶ- ୨୫୪୪୮.୭୫

୫୫-ଯୁବ ବ୍ୟାପାର ଓ କ୍ରୀଡ଼ା- ୩୩୯୭.୩୨

Related story