Advertisment

ଶେଷରେ ଆଖିବୁଜିଲା ମାହି

୯ ଘଣ୍ଟା ଧରି ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି।

author-image
Manoj Swain

୯ ଘଣ୍ଟା ଧରି ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି ଶେଷରେ ଆଖି ବୁଜିଛି। ମାହିକୁ ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଭୋପାଳସ୍ଥିତ ହମିଦିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment
Madhya Pradesh