ଟ୍ରକ୍‌ ପଛରୁ ପିଟିହେଲା ବସ୍‌, ୭ ମୃତ

ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

bus accident Photondtv

bus accident

Tapas Behera
  • Published: Saturday, 04 March 2023
  • Updated: 04 March 2023, 10:10 AM IST

Sports

Latest News

ଟ୍ରକ୍‌ ପଛପଟୁ ପିଟିଲା ବସ୍‌। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ହରିୟାଣାର ଆମ୍ବଲା ନିକଟରେ ଯମୁନାନଗର-ପଞ୍ଚକୁଲା ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏ ସମ୍ପର୍କରେ ସୂଚନା ଦେଇଛି।

ଶୁକ୍ରବାର ଶାହଜାଦପୁର ପୁଲିସ ଷ୍ଟେସନ ଅଧିନରେ ଏହି ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ଯାତ୍ରୀମାନଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଶାହଜାଦପୁର ପୁଲିସ ଷ୍ଟେସନ ଅଧିକାରୀ ବିରବହନ କହିଛନ୍ତି ଯେ, ଏକ ଲୋଡ଼ ହୋଇଥିବା ଟ୍ରେଲର ଟ୍ରକ୍‌ ପଛପଟେ ବସ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା।

Also Read

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ଗୋଟିଏ ପଟକୁ  ଓଲଟି ପଡ଼ଥିଲା। ଦୁର୍ଘଟଣା ପରେ ଆସିଥିବା ଫଟୋରେ ବସ୍‌ଟି ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।  ଉଭୟ ଟ୍ରକ୍‌ ଏବଂ ବସ୍‌ ଡ୍ରାଇଭର ବିପଦମୁକ୍ତ ଅଛନ୍ତି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।      

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story