ବିବାହ ଉତ୍ସବରୁ ଫେରୁଥିବା କାର୍‌କୁ ପିଟିଦେଲା ଟ୍ରାକ୍ଟର, ଚାଲିଗଲା ୭ ଜୀବନ

ଗତ ରାତିରେ ମୋହନପୁର ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ପରିବାରର ୭ ଜଣ ସଦସ୍ୟ କାର୍‌ ଯୋଗେ ମଡୈୟା ବିଠଲା ଗାଁକୁ ଫେରୁଥିଲେ।

Accident

ଦୁର୍ଗଟଣାଗ୍ରସ୍ତ କାର୍‌ ।

Niharika Rout
  • Published: Monday, 18 March 2024
  • Updated: 18 March 2024, 08:52 AM IST

ବିହାରର ଖଗାଡ଼ିଆ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାଯାଇଛି।

ଗତ ରାତିରେ ମୋହନପୁର ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ପରିବାରର ୭ ଜଣ ସଦସ୍ୟ କାର୍‌ ଯୋଗେ ମଡୈୟା ବିଠଲା ଗାଁକୁ ଫେରୁଥିଲେ। ମାତ୍ର ପସରାହା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଗାଡ଼ିଟି ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗାଡ଼ିରୁ ସମସ୍ତଙ୍କୁ ବାହାର କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଥିବା ବେଳେ ସେଠାରେ ଡାକ୍ତର ୭ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ୪ ଜଣଙ୍କ ଚିକିତ୍ସା ଚାଲିଛି।

Also Read

ପୁଲିସ୍‌ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରାକ୍ଟର ଡ୍ରାଇଭରଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story