ବାନ୍ଦ୍ରା ରେଲଓ୍ୱେ ଷ୍ଟେସନରେ ଦଳାଚକଟା, ୯ ଗୁରୁତର

ଦଳାଚକଟାରେ ଆହତ ୯ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Stampede

ଘଟଣାସ୍ଥଳର ଦୃଶ୍ୟ

Madhupriya Mistry
  • Published: Sunday, 27 October 2024
  • Updated: 27 October 2024, 10:39 AM IST

ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା। ଆଜି ସକାଳୁ ବାନ୍ଦ୍ରା ପ୍ଲାଟଫର୍ମ ନମ୍ବର ୧ରେ ଘଟିଛି ଏଭଳି କିଛି ଘଟଣା। ଏଥିରେ ୯ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ସକାଳୁ ବାନ୍ଦ୍ରା ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଟ୍ରେନରେ ଚଢ଼ିବା ପାଇଁ ଠେଲାପେଲା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ମୁମ୍ବାଇର ଭବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ଚାଲିଛି।

Also Read

ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅନୁଯାୟୀ, ଦଳାଚକଟାରେ ଆହତ ୯ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବାନ୍ଦ୍ରା ଟର୍ମିନାସର ପ୍ଲାଟଫର୍ମ ନମ୍ବର ୱାନରେ ସକାଳ ୫ଟା ୫୬ମିନିଟ୍‌ ରେ ଏହି ଘଟଣା ଘଟିଛି। ୨୨୯୧୨ ବାନ୍ଦ୍ରା-ଗୋରଖପୁର ଏକ୍ସପ୍ରେସରେ ଟ୍ରେନ୍ରେ ଚଢ଼ିବା ପାଇଁ ଲୋକେ ଠେଲାପେଲା ହୋଇଥିଲେ।

ରେଲଓ୍ୱେ ତରଫରୁ ମିଳିଥିବା ସୂଚନା ମୁତାବକ, ସାପ୍ତାହିକ ଟ୍ରେନ୍ ବାନ୍ଦ୍ରା ଗୋରଖପୁର ଏକ୍ସପ୍ରେସକୁ ରି-ସେଡ୍ୟୁଲ ହୋଇଥିଲା। ଏହି ଟ୍ରେନ୍ ସକାଳ ୫ଟା ୧୦ରରେ ଚାଲିବାର ଥିଲା। ତେବେ ରି-ସେଡ୍ୟୁଲ ଆଜି ସକାଳେ ଟ୍ରେନ୍ ପ୍ଲାଟଫର୍ମରେ ବିଳମ୍ବରେ ପହଞ୍ଚିଥିଲା। ରାତି ପ୍ରାୟ ୩ ରୁ ସାଢ଼େ ୩ଟା ଭିତରେ ଗାଡି ପ୍ଲାଟଫର୍ମକୁ ଆସିଥିଲା। ଷ୍ଟେସନରେ ବହୁ ସଂଖ୍ୟାରେ ଭିଡ଼ ହେତୁ ଜେନେରାଲ ବଗିରେ ଚଢ଼ିବା ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଏହି ଘଟଣାରେ ୯ ନୁହେଁ ମୋଟ ୧୦ ଜଣ ଆହତ ହୋଇଥିବା ରେଲଓ୍ୱେ ସ୍ପଷ୍ଟ କରିଛି। କିଛି ଲୋକଙ୍କ ଗୋଡ ଭାଙ୍ଗିଛନ୍ତି, ଆଉ କାହାର ଅଣ୍ଟାରେ ଫ୍ୟାକଚର୍‌ ମଧ୍ୟ ହୋଇଛି। ଦୁଇ ଆହତଙ୍କୁ ଡିସଚାର୍ଜ କରାଯାଇଛି, ବାକିମାନଙ୍କୁ ଭବା ଡାକ୍ତରଖାନାରେ ଚିକିତ୍ସା ଚାଲିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story