କୋଚିଂ ସେଣ୍ଟରରେ ଲାଗିଗଲା ନିଆଁ

ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା।

Fire

ଛାତ୍ରଛାତ୍ରୀଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରାଯିବା ବେଳର ଦୃଶ୍ୟ

Jitendra Garnayak
  • Published: Thursday, 15 June 2023
  • Updated: 15 June 2023, 02:49 PM IST

ଉତ୍ତର-ପଶ୍ଚିମ ଦିଲ୍ଲୀର ମୂଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଆଜି ନିଆଁ ଲାଗିଯାଇଛି। ଏଥିରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ। 

ପ୍ରାଥମିକ ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ପହଞ୍ଚିଥିଲା।

Also Read

ଅଗ୍ନିଶମ ବାହିନୀ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କୋଚିଂ ସେଣ୍ଟରର ଝରକା ଦେଇ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ଝରକା ଦେଇ ଦଉଡ଼ି ମାଧ୍ୟମରେ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା।

ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, ନିଆଁ ଏତେ ବ୍ୟାପକ ନଥିଲା। ଏକ ଇଲେକ୍ଟ୍ରିକ୍ ମିଟର ପାଖରେ ନିଆଁ ଲାଗିଥିଲା। ଖବର ପାଇବା ପରେ ୧୧ଟି ଦମକଳ ବାହିନୀକୁ ସେଠାକୁ ପଠାଯାଇଥିଲା। ନିଆଁ ଆୟତ୍ତ ହୋଇସାରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story