Advertisment

ଝିଅ ହେଲେ ଟଙ୍କାଟେ ନିଅନ୍ତିନି ଏହି ଡାକ୍ତର

କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ ..କାରଣ ଜନ୍ମଠୁ ମୃତ୍ୟୁ ଯାଏଁ ଯନ୍ତ୍ରଣାରେ ଜର୍ଜରିତ ମଣିଷ କେବଳ ଏଇ ଦ୍ଵିତୀୟ ଭଗବାନଙ୍କ ପାଇଁ ହିଁ ନୂଆ ଜୀବନ ପାଏ

author-image
Manoj Swain

କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ, କାରଣ ଜନ୍ମଠୁ ମୃତ୍ୟୁ ଯାଏଁ ଯନ୍ତ୍ରଣାରେ ଜର୍ଜରିତ ମଣିଷ କେବଳ ଏଇ ଦ୍ଵିତୀୟ ଭଗବାନଙ୍କ ପାଇଁ ହିଁ ନୂଆ ଜୀବନ ପାଏ। ଡାକ୍ତର ଦିବସ ଅବସରରେ ଆମେ ଜାଣିବା ଏମିତି ୨ ଜଣ ଡାକ୍ତରଙ୍କ ବିଷୟରେ ଯିଏ ସମାଜ ପାଇଁ ପାଲଟି ଯାଇଛନ୍ତି ଏକ ବଡ଼ ଆଦର୍ଶ ।

Advertisment
Uttar Pradesh