ପୁଣି ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍। ଲୁହା ଗୁଣ୍ଡ ବୋଝେଇ ଟ୍ରେନର ୬ଟି ୱାଗନ ଟ୍ରାକ୍ରୁ ଖସି ପଡିଛି। କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶର ବୋଦାଭରା ନିକଟରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏହି ମାଲବାହୀ ଟ୍ରେନ୍ କିରଣ୍ଡରୁଲରୁ ବିଶାଖାପାଟଣା ଯାଉଥିଲା।
ମାଲ ଗାଡି ଡିରେଲ ହେବାରୁ ଚିମିଡ଼ିପାଲିରେ ବିଶାଖାପାଟଣାରୁ କର୍ଣ୍ଣୁଲ ଯାଉଥିବା ପାସେଞ୍ଜେର ଟ୍ରେନ ଅଟକ ରହିଛି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Puri
‘ମନ୍ କି ବାତ୍’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍ ହେବା ବାସ୍ତବରେ ଅନୁକରଣୀୟ। ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ।
International
ଦିନକ ପାଇଁ ଇମିଗ୍ରେସନ ଅଫିସର ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ
ସେ ଉତ୍ତର ଲଣ୍ଡନର ବ୍ରେଣ୍ଟରେ ଚଢ଼ଉରେ ଥିବା ବେଳେ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧି ଥିବା ନଜରକୁ ଆସିଛି।
Puri
ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: କାଲି ମଧ୍ୟ ରାତିରୁ କଟକଣା
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏହା ସୋମବାର ମଧ୍ୟରାତ୍ରରୁ ଲାଗୁ ହୋଇ ୨୧ ତାରିଖ ଯାଏଁ ବଳବତ୍ତର ରହିବ।