Advertisment

ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍

ମାଲ ଗାଡି ଡିରେଲ ହେବାରୁ ଚିମିଡ଼ିପାଲିରେ ବିଶାଖାପାଟଣାରୁ କର୍ଣ୍ଣୁଲ ଯାଉଥିବା ପାସେଞ୍ଜେର ଟ୍ରେନ ଅଟକ ରହିଛି।

ଅଦ୍ୟତନ ହୋଇଛି
A goods train derailed

A goods train derailed

Advertisment

ପୁଣି ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍। ଲୁହା ଗୁଣ୍ଡ ବୋଝେଇ ଟ୍ରେନର ୬ଟି ୱାଗନ ଟ୍ରାକ୍‌ରୁ ଖସି ପଡିଛି। କୋରାପୁଟ ସୀମାନ୍ତ ଆନ୍ଧ୍ରପ୍ରଦେଶର ବୋଦାଭରା ନିକଟରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଏହି ମାଲବାହୀ ଟ୍ରେନ୍ କିରଣ୍ଡରୁଲରୁ ବିଶାଖାପାଟଣା ଯାଉଥିଲା।

Advertisment

ମାଲ ଗାଡି ଡିରେଲ ହେବାରୁ ଚିମିଡ଼ିପାଲିରେ ବିଶାଖାପାଟଣାରୁ କର୍ଣ୍ଣୁଲ ଯାଉଥିବା ପାସେଞ୍ଜେର ଟ୍ରେନ ଅଟକ ରହିଛି।

Andhra Pradesh Train Accident Goods Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe