ଛତିଶଗଡ଼ରେ ହୋଇଥିବା ଭୟଙ୍କର ନକ୍ସଲ ହମଲାର ଟାଇମଲାଇନ୍‌

ରାଜ୍ୟର ରାଜଧାନୀ ରାୟପୁର ଠାରୁ ୪୫୦ କିମି ଦୂରରେ ଏହି ହମଲା ହୋଇଛି। ନକ୍ସଲ ଦମନ ଅଭିଯାନରୁ ଡିଆରଜି ଯବାନମାନେ ଫେରୁଥିବା ବେଳେ ଏପରି ହମଲାରେ ବଳିଦାନ ଦେଇଛନ୍ତି।

Naxal

ଆଜି ହୋଇଥିବା ହମଲା ପରର ଦୃଶ୍ୟ

Hemant Lenka
  • Published: Wednesday, 26 April 2023
  • Updated: 26 April 2023, 06:33 PM IST

Sports

Latest News

ଛତିଶଗଡ଼ର ଦାନ୍ତେୱାଡାରେ ଆଜି ନକ୍ସଲଙ୍କ ଭୟଙ୍କର ଆଇଇଡି ବିସ୍ଫୋରଣରେ ୧୦ ପୁଲିସ୍‌ କର୍ମଚାରୀ ଓ ସେମାନେ ଯାଉଥିବା ଭଡ଼ା ଗାଡ଼ିର ଡ୍ରାଇଭର ପ୍ରାଣ ହରାଇଛନ୍ତି। ରାଜ୍ୟର ରାଜଧାନୀ ରାୟପୁର ଠାରୁ ୪୫୦ କିମି ଦୂରରେ ଏହି ହମଲା ହୋଇଛି। ନକ୍ସଲ ଦମନ ଅଭିଯାନରୁ ଡିଆରଜି ଯବାନମାନେ ଫେରୁଥିବା ବେଳେ ଏପରି ହମଲାରେ ବଳିଦାନ ଦେଇଛନ୍ତି।

ଛତିଶଗଡ଼ରେ ନକ୍ସଲଙ୍କ ଏପରି ଭୟଙ୍କର ହମଲା କିଛି ନୂଆ କଥା ନୁହେଁ। ନକ୍ସଲ ପ୍ରଭାବିତ ଛତିଶଗଡ଼ର ୧୦ ଜିଲ୍ଲା ମଧ୍ୟରୁ ଦାନ୍ତେୱାଡା ଅନ୍ୟତମ। ଏହାପୂର୍ବରୁ ମଧ୍ୟ ରାଜ୍ୟରେ ନକ୍ସଲମାନେ ଭୟଙ୍କର ଓ ବଡ଼ଧରରଣ ହମଲା କରିବାର ନିଜର ରହିଛି। ସେହି ହମଲାର ଟାଇମ ଲାଇନ ଉପରେ ନଜର ପକାନ୍ତୁ।

Also Read

୧- ଏପ୍ରିଲ ୨୦୧୦: ସିଆରପିଏଫର ୨୭ ଜଣ ଯବାନ ଓ ଜଣେ ପୁଲିସ୍‌ କର୍ମଚାରୀ ୨୦୧୦ ଏପ୍ରିଲ ୬ରେ ନକ୍ସଲମାନେ କରିଥିବା ହମଲାରେ ସହିଦ ହୋଇଥିଲା। ଛତିଶଗଡ଼ର ଦାନ୍ତେୱାଡାର ମୁକରାନା ଜଙ୍ଗଲରେ ଏପରି ହମଲା ହୋଇଥିଲା।

୨- ମେ ୨୦୧୩: ପ୍ରାୟ ୨୫୦ ଜଣ ମାଓବାଦୀ ସାଧାରଣ ଲୋକଙ୍କ ବେଶରେ କଂଗ୍ରେସ ପକ୍ଷରୁ ଜଗଦଲପୁର ଅଞ୍ଚଳରେ କରାଯାଉଥିବା ରାଲିରେ ପ୍ରବେଶ କରିଥିଲେ। ୨୦୧୩ ମେ’ ୨୫ରେ ସେମାନେ କରିଥିବା ହମଲାରେ କଂଗ୍ରେସର ତତ୍କାଳୀନ ରାଜ୍ୟ ମୁଖ୍ୟ ନନ୍ଦ କୁମାର ପଟେଲ ଓ ବରିଷ୍ଠ ନେତା ମହେନ୍ଦ୍ର କର୍ମାଙ୍କ ସମେତ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ।

୩- ଏପ୍ରିଲ ୨୦୧୭: କମ୍ପାନୀ କମାଣ୍ଡରଙ୍କ ସମେତ ୨୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ୨୦୧୭ ଏପ୍ରିଲ ୨୪ରେ ଶତାଧିକ ମାଓବାଦୀ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏପରି ଆକ୍ରମଣ କରିଥିଲେ।

୪- ମାର୍ଚ୍ଚ ୨୦୨୦: ଛତିଶଗଡ଼ର ସୁକାମର ଗୋଟିଏ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ୨୦୨୦ ମାର୍ଚ୍ଚ ୨୧ରେ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟଧରି ଚାଲିଥିବା ଏହି ଗୁଳି ବିନିମୟରେ ଡିଆରଜି ଓ ଏସ୍‌ଟିଏଫର ୧୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

୫- ଏପ୍ରିଲ ୨୦୨୧: ସବୁଠାରୁ ବଡ଼ ଓ ଭୟଙ୍କର ହମଲା ୨୦୨୧ ଏପ୍ରିଲ ୪ରେ ହୋଇଥିଲା। ବସ୍ତର ଅଞ୍ଚଳରେ ୪୦୦ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ୩ ପଟୁ ଘେରି ଯାଇ ହମଲା କରିଥିଲେ। ସେମାନେ ଆଇଇଡି ବିସ୍ଫୋରଣ ବି କରିଥିଲେ। ଏଥିରେ ୨୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

୬- ଜୁନ ୨୦୨୨: ଛତିଶଗଡ଼-ଓଡ଼ିଶା ସୀମାରେ ଥିବା ସୁରକ୍ଷାକର୍ମୀଙ୍କ ପୋଷ୍ଟ ଉପରେ ନକ୍ସଲମାନେ ଅତିର୍କିତ ଆକ୍ରମଣ କରିଥିଲେ। ୨୦୨୨ ଜୁନ ୨୧ରେ ହୋଇଥିବା ଏହି ହମଲାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story