ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କକୁ ଯିବ ! ଏହାକୁ ବ୍ୟାନ୍ କରାଯାଉ। ଗାଈକୁ ସଂରକ୍ଷିତ ଜାତୀୟ ପଶୁ ଭାବେ ଘୋଷଣା କରାଯାଉ। ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ। ହିନ୍ଦୁ ଧର୍ମର ଗ୍ରନ୍ଥଗୁଡିକୁ ଦର୍ଶାଇ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମିନ ଅହମ୍ମଦ କହିଛନ୍ତି, ହିନ୍ଦୁ ଧର୍ମରେ ଗୋ-ମାତାଙ୍କୁ ଦେବତୁଲ୍ୟ ଭାବେ ପୂଜା କରାଯାଏ। ତେଣୁ ଗାଈକୁ ସଂରକ୍ଷିତ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରାଯିବା ସହ ଗୋ-ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ କେନ୍ଦ୍ର ସରକାର ଏନେଇ ଏକ ଆଇନ ଆଣିବା ଉଚିତ। ଗୋ ହତ୍ୟା କରିଥିବା ଜଣେ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ୱାୟନାଡରୁ ଡେବ୍ୟୁ କରିବେ ପ୍ରିୟଙ୍କା
ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।
Viral
ଛାତିରେ କଲେ ରତନ ଟାଟାଙ୍କ ଟାଟୁ, ଭାଇରାଲ ହେଲା ଭିଡିଓ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ରତନ ଟାଟାଙ୍କୁ ଭଲ ପାଉଥିବା ଜଣେ ବ୍ୟକ୍ତି ତାଙ୍କ ସ୍ମୃତିରେ କରିଛନ୍ତି ଟାଟୁ। ସେ ରତନ ଟାଟାଙ୍କୁ ବହୁତ ଭଲ ପାଉଥିବାରୁ ତାଙ୍କ ଛବିକୁ ନିଜ ଛାତିରେ ଟାଟୁ ଆକାରରେ ସ୍ଥାନିତ କରିଛନ୍ତି।
National
ଯୁକ୍ତିତର୍କ ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସୁପ୍ରିମକୋର୍ଟରୁ ବିଦା ହେଲେ ଆଇନଜୀବୀ
ସ୍ଥିତି ଏପରି ହୋଇଥିଲା ଯେ ଆବେଦନକାରୀଙ୍କୁ କୋର୍ଟ ରୁମରୁ ବାହାର କରିବା ପାଇଁ ଖଣ୍ଡପୀଠ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଡାକିଥିଲେ। ଆବେଦନକାରୀ ନିଜେ ହିଁ ଜଣେ ଓକିଲ।
National
ଇଭିଏମ ବ୍ୟାଟେରୀ ଓ ପେଜର୍ସକୁ ନେଇ ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର
କଂଗ୍ରେସ ଅଭିଯୋଗ କରିଥିଲା ଯେ ହରିୟାଣା ବିଧାନସଭା ନିର୍ବାଚନ ବେଳେ ବିଭିନ୍ନ ବୁଥରେ ଇଭିଏମ ବ୍ୟାଟେରୀର ସ୍ତର ଭିନ୍ନଭିନ୍ନ ରହିଥିଲା। ତେଣୁ ଏହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି।
Politics
ୱାୟନାଡ ଲୋକସଭା ପାଇଁ ୧୩ରେ ହେବ ଭୋଟିଂ, ରାହୁଲ ଛାଡ଼ିବା ପରେ ପଡ଼ିଥିଲା ଖାଲି
ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢ଼ିବେ।