ଜିରୋ ଦେବେ ଜିରୋ ନେବେ! | Odisha Reporter
Advertisment
ବିରୋଧୀ ବୈଠକୁ ନେଇ ତୀର୍ଯ୍ୟକ କଲେ ଗୁଲାମନବୀ। କହିଲେ ଯାହାର କିଛି ନାହିଁ ସେମାନେ କ’ଣ କାହାକୁ ଦେବେ? କଂଗ୍ରେସ କହିଲା ବିରୋଧୀ ଏକତା ଜରୁରୀ। ବିଜେପି କହିଲା ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ପଡ଼ିବେ ଭାରୀ। ଜୁନ୍ ୨୩ରେ ହେବ ବୈଠକ। ଏବେଠୁ ଆରମ୍ଭ ହେଲାଣି ରାଜନୈତିକ ନାଟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us