ମୃତ୍ୟୁର ଦୁଇ ଦିନ ପରେ ଅସୁସ୍ଥ ବ୍ୟକ୍ତିଙ୍କୁ ମିଳିଲା ଜାମିନ

କୋର୍ଟ ଜାମିନ ଦେବାର ଦୁଇ ଦିନ ପୂର୍ବରୁ ହିଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି। ଠକେଇ ମାମଲାରେ ପୁଲିସ୍‌ ୨୦୨୧ରେ ସୁରେଣ ପାୱାରଙ୍କୁ ଗିରଫ କରିଥିଲା। ସେ ମେ’ ୯ ତାରିଖରେ ପ୍ରାଣ ହରାଇଥିବା ବେଳେ କୋର୍ଟ ଏହାର ଦୁଇ ଦିନ ପରେ ତାଙ୍କୁ ୬ ମାସର ଜାମିନ ଦେଇଥିଲେ।

Court

Representational image

Hemant Lenka
  • Published: Wednesday, 07 June 2023
  • Updated: 07 June 2023, 01:41 PM IST

Sports

Latest News

ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ପୁଣି ଗୋଟିଏ ବିରଳ ଘଟଣା ଘଟିଛି। ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ବହୁ ଅନୁରୋଧ ପରେ ଜାମିନ ଦେଇଛନ୍ତି।

ତେବେ କୋର୍ଟ ଜାମିନ ଦେବାର ଦୁଇ ଦିନ ପୂର୍ବରୁ ହିଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି। ଠକେଇ ମାମଲାରେ ପୁଲିସ୍‌ ୨୦୨୧ରେ ସୁରେଣ ପାୱାରଙ୍କୁ ଗିରଫ କରିଥିଲା। ସେ ମେ’ ୯ ତାରିଖରେ ପ୍ରାଣ ହରାଇଥିବା ବେଳେ କୋର୍ଟ ଏହାର ଦୁଇ ଦିନ ପରେ ତାଙ୍କୁ ୬ ମାସର ଜାମିନ ଦେଇଥିଲେ।

ସୁରେଶଙ୍କୁ ଜାମିନ ଦେବା ପରେ କୋର୍ଟ ଜେଜେ ହସ୍ପିଟାଲର ମେଡିକାଲ ରିପୋର୍ଟରେ ରହିଥିବା ଚିକିତ୍ସା ବ୍ୟବସ୍ଥା ଓ ସର୍ଜରୀ କଥା କହିଥିଲେ। ରିପୋର୍ଟରୁ ଜଣାପଡ଼ୁଛି ଯେ ଆବେଦନକାରୀ ସୁରେଶ ଗୁରୁତର ମଧୁମେହ ରୋଗରେ ପୀଡ଼ିତ। ସେପ୍ଟିକ ଯୋଗୁ ତାଙ୍କ ଡାହାଣ ଗୋଡ଼ର ଆଣ୍ଟୁ ପାଖରୁ ତଳ ଅଂଶ ନଷ୍ଟ ହୋଇଯାଇଛି।

Also Read

ଏହାକୁ କାଟିବାକୁ ମଧ୍ୟ ପଡ଼ିପାରେ। ସେ ଫୁସଫୁସ ସଂକ୍ରମଣ ରୋଗରେ ମଧ୍ୟ ପୀଡ଼ିତ। ତେଣୁ ତାଙ୍କର ବୟସ, ଗୁରୁତର ସ୍ୱାସ୍ଥ୍ୟାଗତ ସମସ୍ୟା ଓ ମେଡିକାଲ କେୟାରକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ଆବେଦନକୁ ଅନୁମତି ଦିଆଯାଉଛି। ମାନବିକ ଦୃଷ୍ଟିକୋଣରୁ ତାଙ୍କୁ ୬ ମାସର ଜାମିନ ଦିଆଯାଉଛି ବୋଲି କୋର୍ଟ କହିଥିଲେ।

ପାୱାରଙ୍କ ଓକିଲ ମଧ୍ୟ ଜାମିନ ଆବେଦନ କରିବା ପରେ ଚିକିତ୍ସା ଗୋଟିଏ ଘରୋଇ ହସ୍ପିଟାଲରେ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରିଥିଲେ। ତେବେ ସରକାରୀ ଓକିଲ ଓ ପାୱାରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କର ଓକିଲ ଅସ୍ଥାୟୀ ଜାମିନକୁ ବିରୋଧ କରିଥିଲେ। ସରକାରୀ ଓକିଲ ପକ୍ଷ ରଖି କହିଥିଲେ ଯେ ଜେଜେ ହସ୍ପିଟାଲରେ ପାୱାରଙ୍କୁ ସବୁ ପ୍ରକାରର ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି।

ତେବେ ପାୱାରଙ୍କ ଓକିଲ ବିଭିନ୍ନ ଦସ୍ତାବିଜ ଦାଖଲ କରି କହିଥିଲେ ଯେ ଫେବୃଆରୀ ମାସରେ ପାୱାରଙ୍କ ଗୋଇଠିରେ କ୍ଷତଚିହ୍ନ ରହିଥିଲା। ଏଥିପାଇଁ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଡିସଚାର୍ଜ ହୋଇଥିଲେ। ଏବେ ତାଙ୍କ ଅବସ୍ଥା ପୁଣି ଗୁରୁତର ହୋଇଛି ଓ ତେଣୁ ତାଙ୍କୁ ଜାମିନ ଦିଆଯାଉ।

କୋର୍ଟ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ମେ’ ୧୧ରେ ପାୱାରଙ୍କୁ ଜାମିନ ଦେଇଥିଲେ। ତେବେ ମେ’ ୯ରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story