ବିମାନ ଭଡ଼ା ୬୧% ଯାଏ କମିଥିବା ଦାବି କଲେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

ଦିଲ୍ଲୀରୁ ଶ୍ରୀନଗର, ଲେହ, ପୁଣେ ଓ ମୁମ୍ବାଇ ଭଳି ସ୍ଥାନକୁ ଯିବା ପାଇଁ ଲାଗୁ ହେଉଥିବା ବିମାନ ଭଡ଼ା ୧୪ରୁ ୬୧% ଯାଏ ହ୍ରାସ ପାଇଛି।

Jyotiraditya Scindia

କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

Hemant Lenka
  • Published: Thursday, 08 June 2023
  • Updated: 08 June 2023, 04:28 PM IST

Sports

Latest News

ଦେଶରେ ବିଭିନ୍ନ ବିମାନର ଭଡ଼ା ୬୧% ଯାଏ ହ୍ରାସ ପାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଜୁନ ୬ରେ ବିଭିନ୍ନ ବିମାନ କମ୍ପାନୀର ପରାମର୍ଶଦାତା ଗ୍ରୁପର ମିଟିଂ ବସିଥିଲା। ଏହାପରେ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ଲାଗୁ ହେଉଥିବା ବିମାନ ଭଡ଼ା ୧୪ରୁ ୬୧% ଯାଏ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

ବିମାନ ସେବା ଓ ଏହାର ଚଳାଚଳ ଉପରେ ଡିଜିସିଏ ଓ ମନ୍ତ୍ରଣାଳୟ ନଜର ରଖିଥିବା ସୂଚନା ଦେଇ ସିନ୍ଧିଆ କହିଛନ୍ତି ଯେ “ଦିଲ୍ଲୀରୁ ଶ୍ରୀନଗର, ଲେହ, ପୁଣେ ଓ ମୁମ୍ବାଇ ଭଳି ସ୍ଥାନକୁ ଯିବା ପାଇଁ ଲାଗୁ ହେଉଥିବା ବିମାନ ଭଡ଼ା ୧୪ରୁ ୬୧% ଯାଏ ହ୍ରାସ ପାଇବା ବେଶ ଖୁସି ଦେଇଛି। ଡିଜିସିଏ ଓ ମନ୍ତ୍ରଣାଳୟ ଦୈନକ ଭଡ଼ା ଉପରେ ନିଜର ରଖିଛି।”

Also Read

ବିଜେପି ସରକାରର ୯ ବର୍ଷ ଶାସନ ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ କ’ଣ ସବୁ ଉପଲବ୍ଧି ହାସଲ କରିଛି, ସେଗୁଡ଼ିକର ପ୍ରଚାର କରିବା ବେଳେ ସିନ୍ଧିଆ ଏହି ସୂଚନା ଦେଇଛନ୍ତି। ଏଥିସହ ସେ ସରକାର ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ପାଇଁ କ’ଣ ସବୁ କରିଛନ୍ତି, ସେକଥା ମଧ୍ୟ କହିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story