ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ

୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।

Air India Pilot

ଜୀବନ ହାରିଥିବା ପାଇଲଟ

Hemant Lenka
  • Published: Wednesday, 27 November 2024
  • Updated: 27 November 2024, 09:15 PM IST

Sports

Latest News

ଯାହାକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ସେ ବୁଝିଲାନି। ସମସ୍ତଙ୍କ ଆଗରେ ଦେଉଥିଲା ନିର୍ଯାତନା। ଏପରି କି ଆମିଷ ଖାଇବାକୁ ମଧ୍ୟ ବାରଣ କରୁଥିଲା। ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ଜୀବନ ହାରିଛନ୍ତି ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ ସୃଷ୍ଟି ତୁଳୀ।

ମୁମ୍ବାଇର ଅନ୍ଧେରୀରେ ଥିବା ଫ୍ଲାଟରୁ ସୃଷ୍ଟି ବେକରେ ଡାଟା କେବୁଲ ବାନ୍ଧି ଝୁଲି ପଡ଼ିଛନ୍ତି। ନଭେମ୍ବର ୨୫ରେ ସେ ଜୀବନ ହାରିଥିବା ବେଳେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡ ଆଦିତ୍ୟ ପଣ୍ଡିତଙ୍କୁ ଗିରଫ କରିଛି। ସେ ସୃଷ୍ଟିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

ସୃଷ୍ଟିଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଆଦିତ୍ୟ ତାଙ୍କୁ ସବୁବେଳେ ଦୁର୍ବ୍ୟବହାର କରୁଥିଲେ। ସବୁବେଳେ ତାଙ୍କ ସହ ଫୋନରେ ଝଗଡ଼ା କରୁଥିଲେ। ଏଥିପାଇଁ ସୃଷ୍ଟି ବାଧ୍ୟ ହୋଇ ଏପରି ଚରମ ପଦକ୍ଷେପ ନେଇଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ୍‌ ୨୬ ତାରିଖରେ ଗୋଟିଏ ମାମଲା ରୁଜୁ କରିଥିଲା ଓ ଏହାପରେ ଆଦିତ୍ୟଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୨୯ ଯାଏ ପୁଲିସ୍‌ ରିମାଣ୍ତରେ ପଠାଇ ଦେଇଛନ୍ତି।

Also Read

ସୃଷ୍ଟି ‌ଅନ୍ଧେରୀ ଇଷ୍ଟର କନିକା ରେନ ଫରେଷ୍ଟର ବି ୱିଙ୍ଗ ଅନ୍ତର୍ଗତ ରୁମ ନମ୍ବର ୬୦୧ରେ ଭଡ଼ାରେ ରହୁଥିଲେ। ସେ ଏୟାର ଇଣ୍ଡିଆର ପାଇଲଟ ଭାବେ କାମ କରୁଥିଲେ। ଉତ୍ତର ପ୍ରଦେଶର ଗୋରଖପୁରର ମୂଳ ବାସିନ୍ଦା ସୃଷ୍ଟି ୨୦୨୩ ଜୁନରୁ ମୁମ୍ବାଇରେ କାମ କରିବା ସହ ଏଠାରେ ରହୁଥିଲେ। ନଭେମ୍ବର ୨୫ ତାରିଖ ରାତି ୧୨ରୁ ୩ଟା ମଧ୍ୟରେ ସେ ଜୀବନ ହାରିଥିବା ଜଣାପଡ଼ିଛି।

ଘଟଣା ଘଟିବାର ୫ରୁ ୬ ଦିନ ପୂର୍ବରୁ ସୃଷ୍ଟିଙ୍କ ଫ୍ଲାଟରେ ଆଦିତ୍ୟ ରହୁଥିଲେ। ନଭେମ୍ବର ୨୫ ତାରିଖ ରାତି ପ୍ରାୟ ୧ ଟା ବେଳେ ଆଦିତ୍ୟ କାର ଧରି ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ସେ ଦିଲ୍ଲୀ ଯାଉଥିବା ବେଳେ ହଠାତ୍‌ ସୃଷ୍ଟି ତାଙ୍କୁ ଫୋନ କରିଥିଲେ ଓ ଜୀବନ ହାରି ଦେବେ ବୋଲି ଧମକ ଦେଇଥିଲେ। ଏହାଶୁଣି ଆଦିତ୍ୟ ତୁରନ୍ତ ମୁମ୍ବାଇ ଫେରିଥିଲେ। ସେ ଫ୍ଲାଟରେ ପହଞ୍ଚିଲା ବେଳକୁ ଭିତରୁ ରୁମ ବନ୍ଦ ରହିଥିଲେ। ଆଦିତ୍ୟ ତୁରନ୍ତ ସୃଷ୍ଟିଙ୍କ ବନ୍ଧୁ ଉର୍ବି ପଞ୍ଚଲଙ୍କୁ ଫୋନ କରିଥିଲେ।

ଉର୍ବି ମଧ୍ୟ ସୃଷ୍ଟିଙ୍କ ଫ୍ଲାଟରେ ପହଞ୍ଚିଥିଲେ। ଉଭୟ କବାଟ ବାଡ଼େଇଥିଲେ ବି କୌଣସି ଜବାବ ମିଳି ନଥିଲା। ଶେଷରେ ସେମାନେ ଜଣେ ଚାବି ତିଆରି କରୁଥିବା ବ୍ୟକ୍ତିଙ୍କୁ ଡାକି ରୁମ ଖୋଲିଥିଲେ। ଏହି ସମୟରେ ସୃଷ୍ଟି ଝୁଲନ୍ତା ଅବସ୍ଥାରେ ରହିଥିଲେ। ତାଙ୍କୁ ତୁରନ୍ତ ସେଭନ ହିଲ୍ସ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୃଷ୍ଟିଙ୍କ ଦାଦା ଏନେଇ ଆଦିତ୍ୟଙ୍କ ବିରୋଧରେ ଗୋଟିଏ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ କହିଛନ୍ତି ଯେ ଆଦିତ୍ୟ ପ୍ରାୟ ସବୁବେଳେ ସୃଷ୍ଟିଙ୍କୁ ସର୍ବସମ୍ମୁଖରେ ଦୁର୍ବ୍ୟବହାର କରୁଥିଲେ। ଏପରି କି ତାଙ୍କୁ ଆମିଷ ନ ଖାଇବାକୁ ମଧ୍ୟ ବାଧ୍ୟ କରୁଥିଲେ। ସୃଷ୍ଟିଙ୍କ ଭଉଣୀ ଓ ଅନ୍ୟମାନେ ମଧ୍ୟ ଆଦିତ୍ୟଙ୍କ ଦୁର୍ବ୍ୟବହାରକୁ ନିଜ ଆଖିରେ ଦେଖିଥିବା କହିଛନ୍ତି।

ଗୋରଖପୁରରେ ଗ୍ୟାସ ଏଜେନ୍ସୀ ଚଳାଉଥିବା ସୃଷ୍ଟିଙ୍କ ଦାଦା ବିବେକ କୁମାର ଏନେଇ ତାଙ୍କ ବନ୍ଧୁ ଓ ସହକର୍ମୀଙ୍କ ସହ କଥା ହୋଇଛନ୍ତି। ସେମାନେ ମଧ୍ୟ ଆଦିତ୍ୟ କେମିତି ସୃଷ୍ଟିଙ୍କୁ ଦୁର୍ବ୍ୟବହାର କରୁଥିଲା, ସେକଥା କହିଛନ୍ତି।

କାମରେ ବ୍ୟସ୍ତତା ଯୋଗୁ ସୃଷ୍ଟି ଏକଦା ଆଦିତ୍ୟଙ୍କ ଭଉଣୀଙ୍କ ନିର୍ବନ୍ଧରେ ଯୋଗ ଦେଇ ପାରି ନଥିଲେ। ଏଥିପାଇଁ ୧୦ ଦିନ ଯାଏ ଆଦିତ୍ୟ ତାଙ୍କ ସହ କଥା ହୋଇ ନଥିଲେ। ଏହାକୁ ନେଇ ସୃଷ୍ଟି ମାନସିକ ସ୍ତରରେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ।

ଗୋଟିଏ ପାର୍ଟିରେ ସୃଷ୍ଟି ଆମିଷ ଖାଉଥିବା ବେଳେ ସର୍ବସମ୍ମୁଖରେ ଆଦିତ୍ୟ ତାଙ୍କୁ ଗାଳି ଦେଇଥିଲେ ଓ ଭବିଷ୍ୟତରେ ଏମିତି ନ କରିବାକୁ କହିଥିଲେ। ଗୋଟିଏ ଥର ସୃଷ୍ଟିଙ୍କ କାରକୁ ଆଦିତ୍ୟ ଖରାପ କରିବା ସହ ଭାଙ୍ଗି ଦେଇଥିଲେ। ଏଥିଯୋଗୁ ତାଙ୍କୁ ବେଶ କିଛି ସମୟ ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲେ। ଏତେ ସବୁ ପରେ ମଧ୍ୟ ସୃଷ୍ଟି ନିଜ ଜୀବନ ଠାରୁ ମଧ୍ୟ ଆଦିତ୍ୟଙ୍କୁ ଭଲ ପାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story