୪୦ ବିଧାୟକଙ୍କ ସହ ବିଜେପି ଆଡ଼କୁ ଢଳୁଛନ୍ତି କି ଏନସିପିର ଅଜିତ ପାୱାର? ରଖିଲେ ଜବାବ

ସେ ବିଜେପି ଆଡ଼କୁ କୌଣସି ପ୍ରକାରର ଢଳି ନାହାନ୍ତି ଓ ପ୍ରକାଶ ପାଇଥିବା ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ ବୋଲି କହିଛନ୍ତି।

NCP PhotoNDTV

ଏନସିପି ନେତା ଅଜିତ ପାୱାର

Hemant Lenka
  • Published: Tuesday, 18 April 2023
  • Updated: 18 April 2023, 03:22 PM IST

Sports

Latest News

ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ ଭାବେ ଗଠନ କରିଥିବା ସରକାର ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ତେବେ ଏସବୁ ଭିତରେ ଏନସିପି ନେତା ଅଜିତ ପାୱାର ବିଜେପିକୁ ଆଡ଼କୁ ଢଳୁଥିବା କୁହାଯାଉଛି। ସେ ଏନସିପିର ୪୦ ଜଣ ବିଧାୟକଙ୍କୁ ଧରି ସିନ୍ଦେ ସରକାରଙ୍କୁ ସମର୍ଥନ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ରାଜନୀତିକ ହଟଚମଟକୁ ଦେଖି ବିଧାନସଭାର ବାଚସ୍ପତି ମଧ୍ୟ ନିଜର ଜାପାନ ଗସ୍ତ ଅଧାରୁ ବନ୍ଦ କରି ମୁମ୍ବାଇ ଫେରି ଆସିଛନ୍ତି।

ଏସବୁ ଭିତରେ ଅଜିତ ପାୱାର ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ ବିଜେପି ଆଡ଼କୁ କୌଣସି ପ୍ରକାରର ଢଳି ନାହାନ୍ତି ଓ ପ୍ରକାଶ ପାଇଥିବା ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ ବୋଲି କହିଛନ୍ତି।

Also Read

ସେ କହିଛନ୍ତି, “ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ମୁଁ ଏନସିପିରେ ଅଛି ଓ ଏନସିପିରେ ରହିବି। ମିଡିଆ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ କୌଣସି ପ୍ରକାରର ବିବଦା ନାହିଁ। ମୁଁ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ। ବିଧାୟକମାନେ ମୋତେ ଆଜି ଦେଖା କରିବାକୁ ଆସିଥିଲେ। ଏହା ଏକ ନିୟମିତ ପ୍ରକ୍ରିୟା। ଏହା କେହି ଅଲଗା ଅର୍ଥରେ ବୁଝିବା ଉଚିତ ନୁହେଁ।”

ମହାରାଷ୍ଟ୍ରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆହୁରି କହିଛନ୍ତି ଯେ “ଏସବୁ ଚର୍ଚ୍ଚା ଯୋଗୁ ଏନସିପି କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏନସିପି ଶରଦ ପାୱାରଙ୍କ ନେତୃତ୍ୱରେ ଗଠନ ହୋଇଛି। ଆମେ କେତେବେଳେ କ୍ଷମତାରେ ରହିପାରୁ କିମ୍ବା ବିରୋଧୀ ଭାବେ କାମ କରିପାରୁ। ବେକାରୀ ଓ ଚାଷୀଙ୍କ ସମସ୍ୟାରୁ ଧ୍ୟାନଚ୍ୟୁତ କରିବା ପାଇଁ ଜାଣିଶୁଣି ଏପରି ଗୁଜବର ପ୍ରଚାର କରାଯାଉଛି।”

ଏହାପୂର୍ବରୁ ଅଜିତ ପାୱାରଙ୍କ ଦାଦା ତଥା ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ବିଧାୟକମାନଙ୍କ ବିଦ୍ରୋହ ଓ ଗୁପ୍ତ ବୈଠକ ଖବରକୁ ଖଣ୍ଡନ କରିଥିଲେ। ସେ କହିଥିଲେ, “ପ୍ରକାଶ ପାଇଥିବା ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ। ଅଜିତ ପାୱାର କୌଣସି ବୈଠକ ଡାକି ନାହାନ୍ତି। ସେ ଦଳ ପାଇଁ କାମ କରୁଛନ୍ତି। ଯାହା ବି କିଛି ପ୍ରକାଶ ପାଇଛି, ସେସବୁ ଗଣମାଧ୍ୟମର ଚିନ୍ତାଧାରା।”

ତେବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଆଜି ସକାଳେ ସଙ୍କେତ ଦେଇଥିଲେ ଯେ ୨ଟି ରାଜନୀତିକ ବୋମା ୧୫ ଦିନ ମଧ୍ୟରେ ଫୁଟିବ। ଗୋଟିଏ ଦିଲ୍ଲୀରେ ଓ ଆଉ ଗୋଟିଏ ମହାରାଷ୍ଟ୍ରରେ। ବିସ୍ଫୋରଣର ଅର୍ଥ ଆପଣମାନେ ଜାଣିଛନ୍ତି। ମୁଁ ବର୍ତ୍ତମାନରେ ରହିଛି। ଆଜି କଥା ମୋତେ ପଚାରିଲେ ମୁଁ କହି ପାରିବି। ୧୫ ଦିନ ପରେ କ’ଣ ହେବ, ସେକଥା ମୁଁ ଜାଣିନି ବୋଲି ସେ କହିଥିଲେ। ତାଙ୍କର ଏପରି ବୟାନ ପରେ ଅଜିତ ପାୱାରଙ୍କ ଦଳ ବଦଳ ଚର୍ଚ୍ଚା ଆହୁରି ଜୋର ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story