ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଅଚଳ

ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଜଣାପଡ଼ିଛି।

flight

flight

Tapas Behera
  • Published: Saturday, 28 January 2023
  • Updated: 28 January 2023, 06:32 PM IST

Sports

Latest News

କାଠମାଣ୍ଡୁ : ଆଜି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇ ଥିବା କୁହାଯାଇଛି।

ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ବିମାନ ବନ୍ଦରର ମୁଖ୍ୟ ପ୍ରେମ ନାଥ ଠାକୁର ସୂଚନା ଦେଇଛନ୍ତି । ନିକଟରେ ନେପାଳର ପୋଖରାଠାରେ ଭୟଙ୍କର ବିମାନ ଦୁର୍ଘଟଣାରେ ଭାରତୀୟଙ୍କ ସମେତ ୭୨ ଜଣ ପ୍ରାଣ ହରାଇଛନ୍ତି ବିମାନଟି ଅବତରଣ କରିବାକୁ ଆଉ ମାତ୍ର ୧୦ ସେକେଣ୍ଡ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛିବିମାନଟି ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିନ ୧୦ଟା ୩୩ରେ ଉଡ଼ାଣ ଆରମ୍ଭ କରିଥିଲା ଅବତରଣର ଅବ୍ୟବହିତ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହା ସେତୀ ଗଣ୍ଡକୀ ନଦୀ କୂଳରେ ଏକ ଜଙ୍ଗଲ ଉପରେ ଖସିପଡ଼ିଲା ଦୁର୍ଘଟଣାଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ବିମାନରେ ନିଆଁ ଲାଗିଯାଇଥିଲା

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story