Advertisment

ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଅଚଳ

ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଜଣାପଡ଼ିଛି।

author-image
Tapas Behera
ଅଦ୍ୟତନ ହୋଇଛି
flight

flight

କାଠମାଣ୍ଡୁ : ଆଜି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇ ଥିବା କୁହାଯାଇଛି।

Advertisment

ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ବିମାନ ବନ୍ଦରର ମୁଖ୍ୟ ପ୍ରେମ ନାଥ ଠାକୁର ସୂଚନା ଦେଇଛନ୍ତି । ନିକଟରେ ନେପାଳରପୋଖରାଠାରେଭୟଙ୍କରବିମାନଦୁର୍ଘଟଣାରେଭାରତୀୟଙ୍କସମେତ୭୨ଜଣପ୍ରାଣହରାଇଛନ୍ତିବିମାନଟିଅବତରଣକରିବାକୁଆଉମାତ୍ର୧୦ସେକେଣ୍ଡଥିବାବେଳେଏହିଦୁର୍ଘଟଣାଘଟିଥିଲା ଯାନ୍ତ୍ରିକତ୍ରୁଟିଯୋଗୁଁଦୁର୍ଘଟଣାଘଟିଥିବାଜଣାପଡ଼ିଛିବିମାନଟିତ୍ରିଭୁବନଅନ୍ତର୍ଜାତୀୟବିମାନବନ୍ଦରରୁଦିନ୧୦ଟା୩୩ରେଉଡ଼ାଣଆରମ୍ଭକରିଥିଲାଅବତରଣରଅବ୍ୟବହିତପୂର୍ବରୁଯାନ୍ତ୍ରିକତ୍ରୁଟିଦେଖାଯିବାରୁଏହାସେତୀଗଣ୍ଡକୀନଦୀକୂଳରେଏକଜଙ୍ଗଲଉପରେଖସିପଡ଼ିଲାଦୁର୍ଘଟଣାଗ୍ରସ୍ତହେବାସଙ୍ଗେସଙ୍ଗେବିମାନରେନିଆଁଲାଗିଯାଇଥିଲା