flight
କାଠମାଣ୍ଡୁ : ଆଜି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇ ଥିବା କୁହାଯାଇଛି।
ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ବିମାନ ବନ୍ଦରର ମୁଖ୍ୟ ପ୍ରେମ ନାଥ ଠାକୁର ସୂଚନା ଦେଇଛନ୍ତି । ନିକଟରେ ନେପାଳରପୋଖରାଠାରେଭୟଙ୍କରବିମାନଦୁର୍ଘଟଣାରେ୫ଭାରତୀୟଙ୍କସମେତ୭୨ଜଣପ୍ରାଣହରାଇଛନ୍ତି।ବିମାନଟିଅବତରଣକରିବାକୁଆଉମାତ୍ର୧୦ସେକେଣ୍ଡଥିବାବେଳେଏହିଦୁର୍ଘଟଣାଘଟିଥିଲା ।ଯାନ୍ତ୍ରିକତ୍ରୁଟିଯୋଗୁଁଦୁର୍ଘଟଣାଘଟିଥିବାଜଣାପଡ଼ିଛି।ବିମାନଟିତ୍ରିଭୁବନଅନ୍ତର୍ଜାତୀୟବିମାନବନ୍ଦରରୁଦିନ୧୦ଟା୩୩ରେଉଡ଼ାଣଆରମ୍ଭକରିଥିଲା।ଅବତରଣରଅବ୍ୟବହିତପୂର୍ବରୁଯାନ୍ତ୍ରିକତ୍ରୁଟିଦେଖାଯିବାରୁଏହାସେତୀଗଣ୍ଡକୀନଦୀକୂଳରେଏକଜଙ୍ଗଲଉପରେଖସିପଡ଼ିଲା।ଦୁର୍ଘଟଣାଗ୍ରସ୍ତହେବାସଙ୍ଗେସଙ୍ଗେବିମାନରେନିଆଁଲାଗିଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/flight_1674910227.jpg)