Advertisment

ଚର୍ଚ୍ଚାରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସମାରୋହ

ଗୁଜୁରାଟର ଜାମନଗରରେ ଲାଗିଛି ଦେଶବିଦେଶ ଅତିଥିଙ୍କ ଭିଡ।

author-image
Manoj Swain

ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ଗୁଜୁରାଟର ଜାମନଗରରେ ଅନନ୍ତ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଆରମ୍ଭ ହୋଇଛି । ଏହାକୁ ନେଇ ଜାମନଗରରେ ଲାଗିଛି ତାରକାଙ୍କ ଭିଡ। କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କେବଳ ବଲିଉଡ୍ କାହିଁକି, ହଲିଉଡରୁ ମଧ୍ୟ ବଡ଼ ବଡ଼ କଳାକାରଙ୍କ ସୁଅ ଛୁଟିଛି। ଆଜି ଠାରୁ ୩ ଦିନ ଧରି ଏଠାରେ ଏହି ଉତ୍ସବ ଚାଲିବ। 

Advertisment
Anant Ambani And Radhika Merchant Pre-wedding