ଅନନ୍ତଙ୍କ ପ୍ରି ଓ୍ୱେଣ୍ଡିଂରେ 25ଶହ ଆଇଟମ୍ | Anantha-Radhika\'s Grand Pre-Wedding in Jamnagar | OR
Advertisment
ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ଗୁଜୁରାଟର ଜାମନଗରରେ ଅନନ୍ତ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଆରମ୍ଭ ହୋଇଛି । ଏହାକୁ ନେଇ ଜାମନଗରରେ ଲାଗିଛି ତାରକାଙ୍କ ଭିଡ। କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କେବଳ ବଲିଉଡ୍ କାହିଁକି, ହଲିଉଡରୁ ମଧ୍ୟ ବଡ଼ ବଡ଼ କଳାକାରଙ୍କ ସୁଅ ଛୁଟିଛି। ଆଜି ଠାରୁ ୩ ଦିନ ଧରି ଏଠାରେ ଏହି ଉତ୍ସବ ଚାଲିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us