ଦିନ ମଜୁରିଆ ହାସଲ କଲେ ପିଏଚ୍‌ଡି ଡିଗ୍ରୀ, କିନ୍ତୁ ମିଳୁନି ଚାକିରି

ମହିଳା ଜଣଙ୍କ ଗୋଟିଏ ପଟେ ଶ୍ରମିକ ଭାବେ କାମ କରୁଥିବା ବେଳେ ଅନ୍ୟପଟେ ୬ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

AP

ସ୍ୱାମୀ ଓ ଝିଅ ସହ ଡକ୍ଟର ଭାରତୀ

Hemant Lenka
  • Published: Thursday, 20 July 2023
  • Updated: 20 July 2023, 06:59 PM IST

Sports

Latest News

ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନେ। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମାତ୍‌ ଦେଇ ବଡ଼ ସଫଳତା ହାସଲ କରିଛନ୍ତି ଜଣେ ମହିଳା ଶ୍ରମିକ। ଦିନ ଥିଲା ସେ କ୍ଷେତରେ ଦିନ ମଜୁରିଆ ଭାବେ କାମ କରୁଥିଲେ।

କିନ୍ତୁ ସମୟ ବଦଳିବା ସହ ନିଜର କଠିନ ପରିଶ୍ରମ ବଳରେ ସେ ରସାୟାନ ବିଜ୍ଞାନରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ଦିନେ ସମସ୍ତେ ଯାହାଙ୍କୁ ଶ୍ରମିକ ବୋଲି ଡାକୁଥିଲେ, ଆଜି ତାଙ୍କ ନାଁ ପଛରେ ଲାଗିଛି ଡକ୍ଟର। ଶିକ୍ଷାଗତ ଯୋଗ୍ୟତା ଓ ଡିଗ୍ରୀ ଥିବା ସତ୍ତ୍ୱେ ମଧ୍ୟ ଶ୍ରମିକରୁ ପିଏଚଡି ଡିଗ୍ରୀ ହାସଲ କରିଥିବା ମହିଳାଙ୍କୁ ଚାକିରି ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ଗୋଟିଏ ପଟେ ଶ୍ରମିକ ଭାବେ କାମ କରୁଥିବା ବେଳେ ଅନ୍ୟପଟେ ୬ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ପାଖରେ ଦି’ ବେଳା ଖାଇବାକୁ ନଥିଲା। ଶୋଇବାକୁ ଭଲ ଘର ମଧ୍ୟ ନଥିଲା। ଅତ୍ୟନ୍ତ ଗରିବ ପରିବାରରୁ ସେ ଆସିଥିଲେ ମଧ୍ୟ ତାଙ୍କ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିଛି। 

Also Read

ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଫଳତା ଛୁଇଁଥିବା ମହିଳା ଜଣଙ୍କ ହେଲେ ଡକ୍ଟର ସାକେ ଭାରତୀ। ସେ ତାଙ୍କର ୩ ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼। ୩ଟି ଝିଅ ହୋଇଥିବାରୁ ଭାରତୀଙ୍କ ବାପା ଆଦୌ ଖୁସି ନଥିଲେ। ସେ ସବୁବେଳେ ଝିଅମାନଙ୍କୁ ଅଣଦେଖା କରୁଥିଲେ।

ଏଥିପାଇଁ ଡକ୍ଟର ଭାରତୀଙ୍କ ଅଜା ଏଥିରେ ହସ୍ତକ୍ଷେପ କରିଥିଲେ। ସେ ତାଙ୍କୁ ନିଜ ସହ ନେଇ ଯାଇଥିଲେ ଓ ପାଠପଢ଼ା ଜାରି ରଖିବାକୁ ଉତ୍ସାହିତ କରିଥିଲେ। ତେବେ ସେ ସ୍କୁଲରେ ପଢ଼ୁଥିବା ବେଳେ ଅଜାଙ୍କ ଦେହାନ୍ତ ହୋଇଯାଇଥିଲା। କିଛି ଦିନ ପରେ ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ଭାରତୀ ତାଙ୍କ ସମ୍ପର୍କୀୟ ମାମୁଙ୍କୁ ବାହା ହୋଇଯାଇଥିଲେ। ତଥାପି ଡକ୍ଟର ଭାରତୀଙ୍କ ପାଠପଢ଼ା ବନ୍ଦ ହୋଇ ନଥିଲା।

ସେ କହିଛନ୍ତି, “ଯେଉଁ ସମାଜରେ ଝିଅମାନଙ୍କୁ ଘର କାମରେ ନିୟୋଜିତ କରାଯାଉଥିଲା, ସେଠାରେ ମୋ ଅଜା ମୋତେ ପାଠପଢ଼ିବାକୁ ପ୍ରୋତ୍ସାହିତ କରିଥିଲେ। ବାହାଘର ପରେ ମୋ ସ୍ୱାମୀ ଶିବପ୍ରସାନ ମୋ ଅପେକ୍ଷା ପାଠପଢ଼ାକୁ ନେଇ ଅଧିକ ଯତ୍ନବାନ ହୋଇଥିଲେ।

ଗରିବ ଓ କଠିନ ପରିସ୍ଥିତିରୁ କେବଳ ଶିକ୍ଷା ହିଁ ମହିଳାଙ୍କୁ ଉଦ୍ଧାକ କରିପାରିବ ବୋଲି ସେ କହିଥିଲେ। ସେ ମୋତେ ସମର୍ଥନ କରିବେ ବୋଲି କଥା ଦେଥିଲେ। ସେ କଥା ମଧ୍ୟ ରଖିଥିଲେ।”

ତେବେ ବାହାଘର ପରେ ଭାରତୀ ଓ ଶିବପ୍ରସାଦ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲାଲେ। ଦୈନିକ ଆବଶ୍ୟକତା ମେଣ୍ଟାଇବାକୁ ମଧ୍ୟ ସେମାନେ ସକ୍ଷମ ହୋଇ ନଥିଲେ। ଫଳରେ ଭାରତୀ ପରିବାର ଚଳାଇବା ପାଇଁ ଜଣେ ଦିନ ମଜୁରିଆ ଭାବେ କାମ ଆରମ୍ଭ କରିଥିଲେ। ସେ ବସ, ଅଟୋ ଓ ଚାଲିଚାଲି ବିଭିନ୍ନ ଲୋକଙ୍କ କ୍ଷେତରେ ପହଞ୍ଚି କାମ କରୁଥିଲେ।

କାମ କରିବା ସହ ପାଠପଢ଼ା ମଧ୍ୟ ସେ ଜାରି ରଖିଥିଲେ। ଏସବୁ ଭିତରେ ଭାରତୀ ପୋଷ୍ଟ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଶିବପ୍ରସାଦ ତାଙ୍କୁ ଡକ୍ଟରେଟ ଡିଗ୍ରୀ ପାଇଁ ପଞ୍ଜୀକରଣ କରିବାକୁ କହିଥିଲେ। ଭାରତୀୟ ମଧ୍ୟ ସେ ଦିଗରେ କାମ ଆରମ୍ଭ କରିଥିଲେ। ଦୀର୍ଘ ୬ ବର୍ଷ ଧରି ସେ ବାଇନାରୀ ଲିକ୍ୟୁଡ୍‌ ମିକ୍ସଚର୍ସ ଉପରେ ରସିର୍ଚ୍ଚ ଆରମ୍ଭ କରିବା ସହ ଶେଷରେ ରସାୟାନ ବିଜ୍ଞାନରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

ପତ୍ନୀଙ୍କ ସଫଳତା ସମ୍ପର୍କରେ ଶିବ ପ୍ରସାଦ କହିଛନ୍ତି, “ଚାକିରି ହେଉଛି ସମସ୍ତଙ୍କ ଲକ୍ଷ୍ୟ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଆପଣଙ୍କ ହାତରେ ନଥାଏ। ଯଦି ସେ(ଭାରତୀ) ସହାୟକ ପ୍ରଫେସର ପଦ ପାଇବେ, ତା’ହେଲେ ଆମ ସ୍ୱପ୍ନ ପୂରଣ ହୋଇପାରିବ। ଯଦି ନ ହେବ, ତା’ହେଲେ ଶିକ୍ଷାର ସମାପ୍ତ ହୋଇଛି ବୋଲି ଆମେ ଭାବିନେବୁ।”

ଶିକ୍ଷାଗତ ଡିଗ୍ରୀ ସତ୍ତ୍ୱେ ଡକ୍ଟର ଭାରତୀଙ୍କୁ ସ୍ଥାନୀୟ କଲେଜରେ ପଦବୀ ଖାଲି ସତ୍ତ୍ୱେ ଚାକିରି ମିଳିନି। ସେ ସ୍ଥାନୀୟ ବିଧାୟକଙ୍କୁ ସରକାରୀ ଯୋଜନାରେ ଘରେ ଖଣ୍ଡେ ମାଗିଥିଲେ। ତଥାପି ତାଙ୍କୁ କିଛି ବି ମିଳିନି।

ପିଏଚ୍‌ଡି ଡିଗ୍ରୀ ସତ୍ତ୍ୱେ ଭାରତୀଙ୍କୁ ଚାକିରି ମିଳୁ ନଥିବାରୁ ତାଙ୍କ ସ୍ୱାମୀ ଏବେ ନିଜ ଝିଅକୁ ଅଧିକ ପାଠପଢ଼ାଇବେ କି ନାହିଁ, ସେହି ଦ୍ୱନ୍ଦ୍ୱରେ ଅଛନ୍ତି। ଝିଅଟି ଏବେ ୬ଷ୍ଠ ଶ୍ରେଣୀରେ ପଢ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story