‘ଭାରତ କି ପାକିସ୍ତାନ ନୁହେଁ, ପିଲାଙ୍କ ସହ ଏହି ଦେଶରେ ରହିବି’

ନିଜ ପରିବାର ସହ ଯୋଗାଯୋଗ ହୋଇ ପାରି ନ ଥିବା ଅଞ୍ଜୁ କହିଥିବା ବେଳେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ବି ମୁହଁ ଖୋଲିଛନ୍ତି।

Anju

ପାକିସ୍ତାନରୁ ଭାରତ ଫେରିଥିବା ଅଞ୍ଜୁ ।

Niharika Rout
  • Published: Thursday, 07 December 2023
  • Updated: 07 December 2023, 01:46 PM IST

Sports

Latest News

ପାକିସ୍ତାନରୁ ଭାରତ ଫେରିବା ପରେ ଲାପତ୍ତା ହୋଇ ଯାଇଥିବା ଅଞ୍ଜୁଙ୍କ ପତ୍ତା ମିଳିଛି। ଏବେ ସେ ରାଜଧାନୀ ଦିଲ୍ଲୀରେ ଥିବା ଜଣାଯାଇଛି। ତେବେ ନିଜ ପରିବାର ସହ ଯୋଗାଯୋଗ ହୋଇ ପାରି ନ ଥିବା ଅଞ୍ଜୁ କହିଥିବା ବେଳେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ବି ମୁହଁ ଖୋଲିଛନ୍ତି। ନିଜ ପିଲାଙ୍କ ସହ ଭାରତ କିମ୍ବା ପାକିସ୍ତାନରେ ନୁହେଁ ଦୁବାଇରେ ରହିବାକୁ ସେ ଯୋଜନା କରିଥିବା କହିଛନ୍ତି। ତେବେ ସେ ନିଜ ସ୍ୱାମୀ ଅରବିନ୍ଦା ନା ନସରୁଲ୍ଲାଙ୍କ ମଧ୍ୟରୁ କାହା ସହ ରହିବାକୁ ପସନ୍ଦ କରିବେ ସେ ନେଇ ସେ ପାଟି ଫିଟାଇ ନାହାନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅଞ୍ଜୁ କହିଛନ୍ତି, ଭାରତ ଫେରିବା ପରେ ହରିୟାଣାରେ ଥିବା ବେଳେ ଏବେ ଦିଲ୍ଲୀରେ ଅଛି। ନିଜ ପିଲାମାନଙ୍କ ସହ କଥା ହୋଇଛି। ଅରବିନ୍ଦଙ୍କ ସହ ବି କଥା ହୋଇଛି। ତେବେ ଆମ ବିବାହ ବିଚ୍ଛେଦ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର।

ଏଥିସହ ସେ କହିଛନ୍ତି, ଭାରତ ଆସିବା ପରେ ମୋତେ ମୋ’ ପରିବାର ଲୋକଙ୍କ ସପୋର୍ଟ ମିଳୁନି। ସବୁ ସମସ୍ୟାର ମୁକାବିଲା ମୋତେ ଏକୁଟିଆ କରିବାକୁ ପଡ଼ୁଛି। ଏହାସତ୍ତ୍ୱେ ମୋ’ ପିଲାମାନେ ମୋ’ ପାଖକୁ ଫେରିବେ ବୋଲି ବିଶ୍ୱାସ ରହିଛି। ତେବେ ଭାରତ କିମ୍ବା ପାକିସ୍ତାନ ନୁହେଁ, ସେମାନେ ଭବିଷ୍ୟତ ପାଇଁ ଦୁବାଇରେ ରହିବାକୁ ସ୍ଥିର କରିଛି। ଦୁବାଇ ମୋର ଡ୍ରିମ୍‌ ସିଟି ବୋଲି କହିଛନ୍ତି ଅଞ୍ଜୁ ।

Also Read

ନିଜ ପାକିସ୍ତାନୀ ସ୍ୱାମୀ ନସରୁଲ୍ଲାଙ୍କ ସହ ଏବେ ବି ଯୋଗାଯୋଗରେ ରହିଛନ୍ତି ଅଞ୍ଜୁ । ପ୍ରାୟ ୨ ମାସ ପରେ ନସରୁଲ୍ଲା ବି ଭାରତ ଆସିବେ ବୋଲି ସେ କହିଛନ୍ତି।

ଭାରତୀୟ ସ୍ୱାମୀ ଅରବିନ୍ଦଙ୍କୁ ଡିଭୋର୍ସ ଦେବାକୁ ଅଞ୍ଜୁ ଭାରତ ଆସିଥିବା ବିଶ୍ୱସନୀୟ ସୂତ୍ରରୁ ଜଣାଯାଇଛି। ହରିୟାଣାର ଭିୱାଡ଼ି ଥାନାରେ ଅରବିନ୍ଦ ଅଞ୍ଜୁଙ୍କ ନାଁରେ ଏତଲା ଦେଇଥିଲେ । ତେଣୁ ଅଞ୍ଜୁ ଭାରତ ଫେରିବା ପରେ ଭିୱାଡ଼ି ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

ଅଞ୍ଜୁ ଭାରତ ଫେରିବା ପରେ ତାଙ୍କ ପିତା ତଥା ସ୍ୱାମୀଙ୍କ ସହ କୌଣସି ଯୋଗାଯୋଗ ହୋଇ ନ ଥିବା ଜଣାଯାଇଛି। ଉଭୟ ଅଞ୍ଜୁଙ୍କ ସହ କଥାବାର୍ତ୍ତା ପାଇଁ ରାଜି ନ ଥିବା କହିଛନ୍ତି। କିନ୍ତୁ ଅଞ୍ଜୁ ସ୍ୱାମୀ ଅରବିନ୍ଦଙ୍କ ସହ କଥା ହୋଇଥିବା କହିଛନ୍ତି। ଫଳରେ କେଉଁଥିରେ ସତ୍ୟତା ରହିଛି ତାହା ଜଣାପଡ଼ୁନି।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ୧୮ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ସେମାନଙ୍କର ଏକ ୧୬ ବର୍ଷୀୟା ଝିଅ ଓ ୬ ବର୍ଷର ପୁଅ ଅଛନ୍ତି। ମାତ୍ର ୨୦୧୯ ମସିହାରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକ୍‌ରେ ବନ୍ଧୁତା ଆରମ୍ଭ ହେବା ପରେ ଅଞ୍ଜୁ ଓ ଅରବିନ୍ଦଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଅଞ୍ଜୁ ନିଜ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ।  

ସେଠାରେ ସେ ନସରୁଲ୍ଲାଙ୍କୁ ବିବାହ କରିଥିଲେ। କିନ୍ତୁ ନିଜ ଛୁଆଙ୍କ କଥା ମନେ ପଡ଼ିବାରୁ ଅଞ୍ଜୁ ଗତ ୨୯ ତାରିଖରେ ଭାରତ ଫେରିଛନ୍ତି। ତେବେ ପିଲାଙ୍କ କଷ୍ଟଡି କାହାକୁ ମିଳୁଛି, ପିଲା କାହା ପାଖରେ ରହିବେ ତାହା କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story